ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟି ଛେଚା ଖାଇଲେ ଦୁଇ ଦୁର୍ବୃତ୍ତ

ନୟାଗଡ଼(ସତ୍ୟନାରାୟଣ ସୁରଜଗଦ୍ଦେବ): ତିନିଜଣ ଦୁର୍ବୃତ୍ତ ଗୋଟିଏ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଧରାପଡ଼ି ବହେ ଛେତା ଖାଇଛନ୍ତି। ପରେ ଗାଁ ଲୋକେ ଦୁଇ ଦୁର୍ବୃତ୍ତଙ୍କୁ ପୁଲିସ ଜିମା ଦେଇଛନ୍ତି। ଆଜି ଏମିତି ଏକ ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି। ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଟଙ୍କା ନେଇ ଯାଉଥିଲେ। ଗଣିଆ ଥାନା ଆଡ଼କଟା ନିକଟରେ ଦୁଇ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇଥିଲେ। […]

loot-in-nayagarh

loot-in-nayagarh

Manoranjan Sial
  • Published: Thursday, 21 March 2019
  • Updated: 21 March 2019, 07:09 PM IST

Sports

Latest News

ନୟାଗଡ଼(ସତ୍ୟନାରାୟଣ ସୁରଜଗଦ୍ଦେବ): ତିନିଜଣ ଦୁର୍ବୃତ୍ତ ଗୋଟିଏ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଧରାପଡ଼ି ବହେ ଛେତା ଖାଇଛନ୍ତି। ପରେ ଗାଁ ଲୋକେ ଦୁଇ ଦୁର୍ବୃତ୍ତଙ୍କୁ ପୁଲିସ ଜିମା ଦେଇଛନ୍ତି। ଆଜି ଏମିତି ଏକ ଘଟଣା ନୟାଗଡ଼ ଜିଲ୍ଲାରେ ଘଟିଛି।

ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଟଙ୍କା ନେଇ ଯାଉଥିଲେ। ଗଣିଆ ଥାନା ଆଡ଼କଟା ନିକଟରେ ଦୁଇ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ।

୩ ଦୁର୍ବୃତ୍ତ ଟଙ୍କା ଧରି ଚମ୍ପଟ ମାରିବା ବେଳେ କୁମ୍ଭାରପଡ଼ା ନିକଟରେ ଗାଁ ଲୋକଙ୍କ ହାତରେ ଧରା ପଡ଼ିଥିଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କୁ କାବୁ କରି ବହେ ଛେଚି ଥିଲେ। ପରେ ଦୁଇ ଦୁର୍ବୃତ୍ତଙ୍କୁ ପୁଲିସ ଜିମା ଦେଇଥିଲେ। ତେବେ ଅନ୍ୟତମ ଅଭିଯୁକ୍ତ ବାଇକ ନେଇ ଚମ୍ପଟ ମାରିଥିଲା। ତାକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story