ପୁଲିସର ପରିଚୟ ଦେଇ ଦୁଇ ମହିଳାଙ୍କୁ ଲୁଟିଲେ ଦୁର୍ବୃତ୍ତ

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ପୁଲିସର ପରିଚୟ ଦେଇ ସୁନା ଲଟି ନେଲେ ଦୁର୍ବୃତ୍ତ। ଏଥର ଲୁଟ୍‌ରେ ଶିକାର ହୋଇଛନ୍ତି ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜ ରୋଡ୍‌ରେ ଦୁଇଜଣ ମହିଳା। ଦୁର୍ବୃତ୍ତମାନେ ମହିଳାଙ୍କଠାରୁ ୧୩ ଭରି ସୁନା ଲୁଟ ନେଇଥିବା ଅଭିଯୋଗ ହୋଇଛି। ବିନୋଦିନୀ ନାୟକ ଓ ଉର୍ମିଳା ନାୟକ ପରିବା କିଣିବା ପାଇଁ ବଜାରକୁ ଯାଉଥିଲେ। ତେବେ ରାସ୍ତାରେ ସେମାନଙ୍କର ଦୁଇ ଜଣ ଲୋକଙ୍କ ସହିତ ଦେଖା ହୋଇଥିଲେ। ସେମାନେ ନିଜକୁ ପୁଲିସର ପରିଚୟ […]

puri

puri

Manoranjan Sial
  • Published: Monday, 14 October 2019
  • Updated: 14 October 2019, 07:35 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ପୁଲିସର ପରିଚୟ ଦେଇ ସୁନା ଲଟି ନେଲେ ଦୁର୍ବୃତ୍ତ। ଏଥର ଲୁଟ୍‌ରେ ଶିକାର ହୋଇଛନ୍ତି ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜ ରୋଡ୍‌ରେ ଦୁଇଜଣ ମହିଳା। ଦୁର୍ବୃତ୍ତମାନେ ମହିଳାଙ୍କଠାରୁ ୧୩ ଭରି ସୁନା ଲୁଟ ନେଇଥିବା ଅଭିଯୋଗ ହୋଇଛି।

ବିନୋଦିନୀ ନାୟକ ଓ ଉର୍ମିଳା ନାୟକ ପରିବା କିଣିବା ପାଇଁ ବଜାରକୁ ଯାଉଥିଲେ। ତେବେ ରାସ୍ତାରେ ସେମାନଙ୍କର ଦୁଇ ଜଣ ଲୋକଙ୍କ ସହିତ ଦେଖା ହୋଇଥିଲେ। ସେମାନେ ନିଜକୁ ପୁଲିସର ପରିଚୟ ଦେଇଥିଲେ। ଆଗରେ ସୁନା ଲୁଟ୍‌ ହେଉଛି। ତେଣୁ ପିନ୍ଧିଥିବା ସବୁ ସୁନା ଅଳଙ୍କାର କାଢି କାଗଜରେ ଗୋଡ଼ାଇ ଲୁଗାରେ ବାନ୍ଧି ଯିବାକୁ ପରାମର୍ଶ ଦେଇଥିଲେ ଦୁଇ ଦୁର୍ବୃତ୍ତ। ଯେଉଁଥିପାଇଁ ବିନୋଦିନୀ ଓ ଉର୍ମିଳା ଭୟଭୀତ ହୋଇପଡ଼ିଥିଲେ। ଆଉ ସଙ୍ଗେ ସଙ୍ଗେ ପିନ୍ଧିଥିବା ଅଳଙ୍କାର କାଢ଼ି କାଗଜରେ ଗୋଡାଇ ଲୁଗା କାନିରେ ବାନ୍ଧି ଦେଇଥିଲେ। ଏହାରି ଭିତରେ ଦୁର୍ବୃତ୍ତମାନେ ଅଭିନୟ ଉପାୟରେ ହାତ ସଫେଇ କରି ବିନୋଦିନୀ ଓ ଉର୍ମିଳାଙ୍କ ସୁନା ଚେନ ଏବଂ ଖଡୁକୁ ଲୁଟି ନେଇଥିଲେ।

ଆଜି ଏନେଇ ଦୁଇ ମହିଳା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପତ୍ତା ପାଇନି।

ଏହା ପୂର୍ପରୁ ଏହି ଉପରେ ମଧ୍ୟ ଲୁଟ୍‌ ହୋଇଥିଲା। ଲୁଟେରା ନିଜକୁ ପୁଲିସ ଅଫିସରର ପରିଚୟ ଦେଇ ଜଣେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story