ଫେରିବାଲା ସାଜି ମହିଳାଙ୍କଠାରୁ ଲୁଟିନେଲେ ସୁନା ଚେନ୍‌

ସୋର(ଶଶିକାନ୍ତ ବେହେରା): ଫେରିବାଲା ସାଜି ଆସିଲେ ବାସନ ସଫା କରିବାକୁ , ହେଲେ ଲୁଟିନେଲେ ସୁନା ଚେନ୍। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାଳଙ୍ଗ ଗାଁରେ। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାଁ ସୁବାସିନୀ ସେଠୀ। ସୂଚନା ଅନୁସାରେ, ଗତକାଲି  ଗାଁକୁ  ସୁନା ଗହଣା ସଫା କରିବା ପାଇଁ ଦୁଇ ଜଣ ଫେରିବାଲା ଆସିଥିଲେ।  ତେବେ ସୁବାସିନୀ ତାଙ୍କ ସୁନା ଚେନ୍‌ ଫେରିବାଲାଙ୍କୁ ସଫା କରିବାକୁ ଦେଇଥିଲେ। ହେଲେ ଫେରିବାଲା ସାଜି […]

loot

loot

Jyoshna Pradhan
  • Published: Tuesday, 22 October 2019
  • Updated: 22 October 2019, 03:22 PM IST

Sports

Latest News

ସୋର(ଶଶିକାନ୍ତ ବେହେରା): ଫେରିବାଲା ସାଜି ଆସିଲେ ବାସନ ସଫା କରିବାକୁ , ହେଲେ ଲୁଟିନେଲେ ସୁନା ଚେନ୍। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାଳଙ୍ଗ ଗାଁରେ। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାଁ ସୁବାସିନୀ ସେଠୀ।

ସୂଚନା ଅନୁସାରେ, ଗତକାଲି  ଗାଁକୁ  ସୁନା ଗହଣା ସଫା କରିବା ପାଇଁ ଦୁଇ ଜଣ ଫେରିବାଲା ଆସିଥିଲେ।  ତେବେ ସୁବାସିନୀ ତାଙ୍କ ସୁନା ଚେନ୍‌ ଫେରିବାଲାଙ୍କୁ ସଫା କରିବାକୁ ଦେଇଥିଲେ। ହେଲେ ଫେରିବାଲା ସାଜି ଆସିଥିବା ଦୁଇ ଦୁର୍ବୃତ୍ତ ସୁବାସିନୀଙ୍କ ସୁନା ଚେନ୍‌ ଧୋଇବା ବାହାନାରେ ଲୁଟ୍ କରି ଚମ୍ପଟ ମାରିଥିଲେ।  ଲୁଟ୍‌ ହୋଇଥିବା ଚେନ୍‌ର ମୂଲ୍ୟ ୫୦ ହଜାର ଟଙ୍କା ହେବ। ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ସୁବାସିନୀ କହିଛନ୍ତି,“ଦୁଇ ଜଣ ଯୁବକ ବାଇକ୍‌ରେ ଆସି ପ୍ରଥମେ ବାସନ ସଫା କରିବା ପାଇଁ କହିଥିଲେ। ଏହାପରେ ଲିକ୍ୟୁଡିରେ ସୁନା ଗହଣା ମଧ୍ୟ ସଫା କରିବା ପାଇଁ ମାଗିଥିଲେ। ମୁଁ ସୁନା ଚେନ୍ ସଫା କରିବା ପାଇଁ ଦେଇଥିଲି। ଏହି ସମୟରେ ମୋ ଛୁଆ ଉଠିବାରୁ ମୁଁ ଘର ଭିତରକୁ ଯାଇଥିବା ବେଳେ ସେମାନେ ମୋ ସୁନା ଚେନ୍ ଧରି ପଳାଇଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story