ଜନପଥକୁ ‘ଜୟୀ ରାଜଗୁରୁ ଜନପଥ’ କରାଯାଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବାଣୀବିହାର ଛକରୁ ରାଜମହଲ ଛକକୁ ଯାଇଥିବା ରାସ୍ତାର ନାଁ ଜନପଥ ବୋଲି କୁହାଯାଉଛି। ଏହାର ନାଁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଉ। ଉକ୍ତର ରାସ୍ତା ନାଁ “ଜୟୀ ରାଜଗୁରୁ ଜନପଥ” କରାଯାଉ ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ୨୯ ଅକ୍ଟୋବରରେ ଜୟୀ ରାଜଗୁରୁଙ୍କର ଜୟନ୍ତୀ ପଡ଼ୁଛି। ଇଂରେଜମାନେ ଯେଉଁଭଳି ଭାବରେ ଜୟୀ ରାଜଗୁରୁଙ୍କୁ ବରଗଛର […]

JAYI-RAJGURU-JANPATH

JAYI-RAJGURU-JANPATH

Manoranjan Sial
  • Published: Tuesday, 22 October 2019
  • Updated: 22 October 2019, 06:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବାଣୀବିହାର ଛକରୁ ରାଜମହଲ ଛକକୁ ଯାଇଥିବା ରାସ୍ତାର ନାଁ ଜନପଥ ବୋଲି କୁହାଯାଉଛି। ଏହାର ନାଁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଉ। ଉକ୍ତର ରାସ୍ତା ନାଁ “ଜୟୀ ରାଜଗୁରୁ ଜନପଥ” କରାଯାଉ ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଆସନ୍ତା ୨୯ ଅକ୍ଟୋବରରେ ଜୟୀ ରାଜଗୁରୁଙ୍କର ଜୟନ୍ତୀ ପଡ଼ୁଛି। ଇଂରେଜମାନେ ଯେଉଁଭଳି ଭାବରେ ଜୟୀ ରାଜଗୁରୁଙ୍କୁ ବରଗଛର ଡାଳରେ ଦୁଇ ଗୋଡକୁ ବାନ୍ଧି ଜିଅନ୍ତା ଫାଡ଼ିଦେଲେ, ଏପରି ବର୍ବରତାର ହତ୍ୟା ବିଶ୍ୱ ଇତିହାସରେ ବିରଳ।

ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା, ଓଡ଼ିଶାର ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଜୟୀ ରାଜଗୁରୁଙ୍କର ଲଢେଇ ଏକ ସମ୍ପୃର୍ଣ୍ଣ ଜନ ଆନ୍ଦୋଳନ ଥିଲା। ତାଙ୍କ ଭଳି ଜଣେ ମହାନ ଦେଶଭକ୍ତ, ସାହସୀ, ଯୋଦ୍ଧା ଓ ସଂସ୍କୃତ ପଣ୍ଡିତଙ୍କୁ ଆମେ ଠିକ୍‌ ଭାବେ ସମ୍ମାନ ଦେଉ ନାହୁଁ। ସ୍କୁଲ ଓ କଲେଜର ପାଠ୍ୟ ପୁସ୍ତକରେ ସେ କେବଳ ଗୋଟିଏ ପୃଷ୍ଠାରେ ସିମିତ ହୋଇଯାଇଛନ୍ତି। ଓଡ଼ିଶା ବାହାରେ ତାଙ୍କ ବିଷୟରେ ଲୋକମାନେ ବହୁତ ବେଶୀ ଜାଣିନାହାନ୍ତି। ସମୟ ଆସିଛି, ତାଙ୍କୁ ଉଚିତ ସମ୍ମାନ ଦେବାର। ଦେଶ ମାତୃକାରେ ସେବାରେ ସମର୍ପିତ ତାଙ୍କ ଜୀବନ ବିଷୟରେ ଗବେଷଣା କରିବାର। ଜୟୀ ରାଜଗୁରୁଙ୍କ ବୀରତ୍ୱର କାହାଣୀ ସାରା ଦୁନିଆକୁ ଜଣାଇବାର।

ଓଡ଼ିଶାର କୌଣସି ବଡ଼ ଶିକ୍ଷାନୁଷ୍ଠାନକୁ ତାଙ୍କ ନାମରେ ନାମିତ କରାଯାଉ। ସ୍କୁଲ ଓ କଲେଜ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ସ୍ତରରେ ଜୟୀ ରାଜଗୁରୁଙ୍କର ବିଷୟରେ ବ୍ୟାପକ ଭାବରେ ପଢ଼ାଯାଉ। ପୂଜ୍ୟ ପୂଜାର ସମ୍ମାନ ସବୁବେଳେ ଭାରତୀୟ ଜନତା ପାର୍ଟି କରିଆସିଛି। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାୟ, ଉକ୍ତଳମଣି ଗୋପବନ୍ଧୁ ଦାସ ଆଦି ସମସ୍ତେ ଆମର ନମସ୍ୟ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି ପ୍ରଦୀପ୍ତ କୁମାର ନାଏକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story