ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ ଧମକ ଦେଇ ପ୍ରେମିକ ଗିରଫ

ଭଦ୍ରକ(ଓଡ଼ିଶା ରିପୋର୍ଟର):ପ୍ରତାରଣା କରି ବନ୍ଧା ହେଲା ପ୍ରେମିକ। ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକ ୪୨୦କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ । ୪ ବର୍ଷ ଧରି ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା ଅସୁରା ଗାଁର ପ୍ରମୋଦ ଲେଙ୍କା। ଗତ ୫ ଡିସେମ୍ବରେ କୋର୍ଟରେ ବିବାହ କରିବାକୁ କହି ଯୁବତୀଙ୍କୁ ଆଣି ଥିଲା। କିନ୍ତୁ ବିବାହ ନକରି ଯୁବତୀଙ୍କୁ ସଂପର୍କୀୟଙ୍କ ଘରେ ଛାଡି କେଉଁ […]

v-9080

Tapas Behera
  • Published: Sunday, 08 December 2019
  • , Updated: 08 December 2019, 12:00 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର):ପ୍ରତାରଣା କରି ବନ୍ଧା ହେଲା ପ୍ରେମିକ। ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକ ୪୨୦କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ । ୪ ବର୍ଷ ଧରି ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା ଅସୁରା ଗାଁର ପ୍ରମୋଦ ଲେଙ୍କା। ଗତ ୫ ଡିସେମ୍ବରେ କୋର୍ଟରେ ବିବାହ କରିବାକୁ କହି ଯୁବତୀଙ୍କୁ ଆଣି ଥିଲା।

କିନ୍ତୁ ବିବାହ ନକରି ଯୁବତୀଙ୍କୁ ସଂପର୍କୀୟଙ୍କ ଘରେ ଛାଡି କେଉଁ ଆଡେ ଚାଲିଯାଇଥିଲେ।  ପରେ ବିବାହ କରିବାକୁ ୧୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଦେଲେ ବିବାହ କରିବ ବୋଲି କହିଥିଲା । ଏକଥା କାହାକୁ କହିଲେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲା ପ୍ରମୋଦ। ଏନେଇ ଯୁବତୀ ଜଣକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରମୋଦକୁ ଗିରଫ କରିଛି।

Related story