ଲଭ, ମ୍ୟାରେଜ ଓ ଧୋକା: ଶାଶୁ ସହ ଫାଇଟ୍‌ କରି ହାତ କାଟିଦେଲେ ବହୂ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ପ୍ରେମ। ପ୍ରେମ ପରେ ପାରିବାରିକ ସ୍ୱୀକୃତି ସହ ମନ୍ଦିରରେ ବିବାହ।  ହେଲେ ବାହାଘରର ଦୁଇ ଦିନ ପରେ ମିଳିଲା ଯୌତୁକ ନିର୍ଯାତନା। ବିତାଡିତ ହେଲେ ଘରୁ। ଏମିତି କିଛି ଅଭିଯୋଗ ଆଣି ଆଜି ଜଣେ ମହିଳା ଶାଶୁ ଘରକୁ ଆସି ହୋହାଲ୍ଲା କରିଥିଲେ।   ଦୀର୍ଘ ଦୁଇ ବର୍ଷ ପରେ ସ୍ତ୍ରୀର ହକ୍ ମାଗିବାକୁ ଆସି  ସମ୍ପୃକ୍ତ ମହିଳା ଜଣକ ଶାଶୁ ଘରକୁ ଆସି ହୋହଲ୍ଲା କରିଥିଲେ।  ନିଜକୁ ଉକ୍ତ ଘରର ବହୂ ବୋଲି ଦାବିକରିଥିଲେ। ପରିସ୍ଥତି ଏମିତି ହୋଇଥିଲା ଯେ, ଶାଶୁ ସହ ଧସ୍ତାଧସ୍ତି ହୋଇ ଶେଷରେ ମହିଳା ଜଣକ ନିଜର ହାତ କାଟିଦେଇଥିଲେ।  ଆଜି ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ  ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏମିତି ଏକ ହାଇ ପ୍ରୋଫାଇଲ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଥିଲା।

ଅଭିଯୋଗ ଅନୁସାରେ ଉଭୟ ପରିବାରର ସହମତିରେ ୨୦୧୫ ମସିହାରେ  ଆଶୀର୍ବାଦ ମହାନ୍ତିଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା ।  ବାହାଘର ପରେ ଦୁଇଦିନ ସେ ଶାଶୁ ଘରେ ରହିଥିଲେ।  ପରେ ଶାଶୁ ଘର ଲୋକେ ତାଙ୍କୁ ଘରୁ ବାହାର କରିଦେଇଥିଲ॥ ସ୍ୱାମୀ  ଇଂଜିନିୟର ହୋଇଥିବାରୁ ଯୌତୁକ ଆକାରରେ ୫ଲକ୍ଷ ଟଙ୍କା ଓ କାର ଦେବାକୁ ଦାବି କରିଥିବା ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି।

ସେପଟେ ବିବାହ ନେଇ କିଛି ଜାଣି ନ ଥିବା ଶାଶୁ ଘର ଲୋକେ କହିଛନ୍ତି।  ଏମିତିକି ପୁଅ ଆଶୀର୍ବାଦ ଏଠାରେ ରହୁ ନ ଥିବା  ଏବଂ ଯୌତୁକ କଥା ସଂପୂର୍ଣ ମିଥ୍ୟା ବୋଲି ଆଶୀର୍ବାଦଙ୍କ ମା’ କହିଛନ୍ତି । ଘଟଣାର କିଛି ସମୟ ପରେ ପୋଲିସ ପହଞ୍ଚି  ବହୂକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ପତ୍ନୀର ଅଧିକାର ପାଇଁ ଲଢେଇ କରୁଥିବା ମହିଳା ଜଣଙ୍କୁ ପ୍ରକୃତରେ କଣ ନ୍ୟାୟ ମିଳିବ ତ ?

Ordigital Desk
• Published: Tuesday, 24 October 2017
• Updated: 24 October 2017, 07:45 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos