ପ୍ରେମିକାଙ୍କୁ ପ୍ରପୋଜ ପାଇଁ ବୈଜୟନ୍ତଙ୍କୁ ହେଲିକପ୍ଟର ମାଗିଲେ ଯୁବକ

ଭୁବନେଶ୍ୱର: ହୃଦୟରେ ଘର କରିବସିଥିବା ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ହେଲିକପ୍ଟର ଦରକାର। ଆକାଶରେ ଉଡ଼ି ଉଡ଼ି ଯିବେ ଆଉ ପ୍ରେୟସୀଙ୍କୁ କହିଦେବେ ମନର କଥା। ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କିଛି ଏଭଳି ଅନୁରୋଧ କରିଛନ୍ତି ଜଣେ ପ୍ରେମିକ ପ୍ରବର। ବୈଜୟନ୍ତ ବି ଖୁବ ସୁନ୍ଦର ଭାବରେ ତାଙ୍କୁ ଉତ୍ତର ଦେଇଛନ୍ତି। ଇସ୍କ, ପ୍ରପୋଜ, ଟ୍ୱିଟରର ଏହି କାହାଣୀ ଖୁବ ମଜାଦାର। ମୟୁରଭଞ୍ଜର ଜୟକାନ୍ତି ଦଣ୍ଡପାଟ ନାମକ ଜଣେ ଯୁବକ ନିଜ […]

baiyant-panda

baiyant-panda

Manoranjan Sial
  • Published: Thursday, 13 June 2019
  • Updated: 13 June 2019, 09:30 PM IST

Sports

Latest News

ଭୁବନେଶ୍ୱର: ହୃଦୟରେ ଘର କରିବସିଥିବା ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ହେଲିକପ୍ଟର ଦରକାର। ଆକାଶରେ ଉଡ଼ି ଉଡ଼ି ଯିବେ ଆଉ ପ୍ରେୟସୀଙ୍କୁ କହିଦେବେ ମନର କଥା। ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କିଛି ଏଭଳି ଅନୁରୋଧ କରିଛନ୍ତି ଜଣେ ପ୍ରେମିକ ପ୍ରବର। ବୈଜୟନ୍ତ ବି ଖୁବ ସୁନ୍ଦର ଭାବରେ ତାଙ୍କୁ ଉତ୍ତର ଦେଇଛନ୍ତି। ଇସ୍କ, ପ୍ରପୋଜ, ଟ୍ୱିଟରର ଏହି କାହାଣୀ ଖୁବ ମଜାଦାର। ମୟୁରଭଞ୍ଜର ଜୟକାନ୍ତି ଦଣ୍ଡପାଟ ନାମକ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିବା ସହ ବାହା ହେବାକୁ ହେଲିକପ୍ଟରଟିଏ ଦରକାର ବୋଲି ବୈଜୟନ୍ତଙ୍କୁ କହିଥିଲେ। ବାରମ୍ବାର ବୈଜୟନ୍ତଙ୍କୁ ଅନୁରୋଧ କରିବା ପରେ ସେ ଶେଷରେ ତାଙ୍କୁ ଉତ୍ତରଟିଏ ଦେଇଥିଲେ।

କହିଥିଲେ, ବିନା ହେଲିକପ୍ଟରରେ ଆପଣ ପ୍ରପୋଜ କରନ୍ତୁ। ଯଦି ସେ ଝିଅ ଜଣକ ରାଜି ହୋଇଯାନ୍ତି, ତେବେ ସେ ଖୋଦ 'ବର' ଅର୍ଥାତ ଜୟକାନ୍ତିଙ୍କୁ ତାଙ୍କ ହେଲିକପ୍ଟରରେ ନେଇ ବିବାହ ବେଦୀରେ ପହଞ୍ଚିବେ। ଟ୍ୱିଟରରେ ଏହି କଥୋପକଥନ ଏବେ ସୋଶାଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story