ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା କାଳକ୍ରମେ ଘନୀଭୂତ ହୋଇ ୧୫ ତାରିଖରେ ଅବପାତର ରୂପ ନେବ। ୧୬ ତାରିଖ ସନ୍ଧ୍ୟାରେ  ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ , ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା କେଉଁ ଉପକୂଳ ଦେଇ ଅତିକ୍ରମ କରିବ, ଏଯାଏ ସ୍ପଷ୍ଟ ହୋଇନାହିଁ। […]

Cyclone

Cyclone

Niharika Rout
  • Published: Wednesday, 13 May 2020
  • Updated: 13 May 2020, 02:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହା କାଳକ୍ରମେ ଘନୀଭୂତ ହୋଇ ୧୫ ତାରିଖରେ ଅବପାତର ରୂପ ନେବ। ୧୬ ତାରିଖ ସନ୍ଧ୍ୟାରେ  ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ , ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା କେଉଁ ଉପକୂଳ ଦେଇ ଅତିକ୍ରମ କରିବ, ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ୧୩ରୁ ୧୭ ତାରିଖ ଯାଏ ଏହା ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ବାତ୍ୟା ଅଧିକ ଘନୀଭୂତ ହେଲେ ସଠିକ ଆକଳନ କରାଯାଇପାରିବ।

ଆଇଏମଡି ଡିଜି ଆହୁରି କହିଛନ୍ତି ଯେ, ୧୫ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ୧୫ ତାରିଖ ପୂର୍ବରୁ  ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story