ମେଡିକାଲରେ ଖାଦ୍ୟର ମାନ ଯାଞ୍ଚ କଲେ ଜିଲ୍ଲାପାଳ ଓ ଏସ୍‌ପି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଅବ୍ୟବସ୍ଥା ଘେରରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ। ଏଠାରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମେଡିକାଲର ସର୍ଜରୀ ଓ ଶିଶୁ ବିଭାଗରେ ଯେଉଁ ଠିକା ସଂସ୍ଥା ରନ୍ଧା ଖାଦ୍ୟ ଯୋଗାଉଛି, ତାହା ଖାଇବାଯୋଗ୍ୟ ନଥିବା ବେଳେ ଖାଦ୍ୟର ପରିମାଣ ବହୁ କମ ରହୁଛି। ଯେଉଁଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ଆଜି […]

balasore.jpf111

balasore.jpf111

Manoranjan Sial
  • Published: Monday, 03 February 2020
  • Updated: 03 February 2020, 07:36 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଅବ୍ୟବସ୍ଥା ଘେରରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ। ଏଠାରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ମେଡିକାଲର ସର୍ଜରୀ ଓ ଶିଶୁ ବିଭାଗରେ ଯେଉଁ ଠିକା ସଂସ୍ଥା ରନ୍ଧା ଖାଦ୍ୟ ଯୋଗାଉଛି, ତାହା ଖାଇବାଯୋଗ୍ୟ ନଥିବା ବେଳେ ଖାଦ୍ୟର ପରିମାଣ ବହୁ କମ ରହୁଛି। ଯେଉଁଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ଆଜି ମେଡିକାଲ୍‌ରେ ପହଞ୍ଚିଥିଲେ। ପରେ ରୋଗୀଙ୍କ ସହିତ ବସି ଖାଦ୍ୟ ମଧ୍ୟ ଖାଇଥିଲେ।

ରୋଗୀଙ୍କ ସଂପର୍କୀୟା ଶୁକମଣୀ ଦାସ କହିଛନ୍ତି-“ଖାଇବା ପାଇଁ ଆମକୁ ପାଣିଆ ଡାଲି ଦେଉଛନ୍ତି। ତାହା ଖାଇବା ଯୋଗ୍ୟ ନୁହେଁ। ଆଉ ବେଳେ ବେଳେ ଖାଇବାକୁ ଦେଉ ନାହାନ୍ତି। ଖାଦ୍ୟ ମାଗିଲେ କହୁଛନ୍ତି, ଘରୁ ନେଇ ଆସ।”

ରୋଗୀ ଶମ୍ଭୁ ସିଂ କହିଛନ୍ତି-“ଥରେ ଆମକୁ ଖାଇବାକୁ ଦେଇନଥିଲେ। ଏନେଇ ଅଭିଯୋଗ କରିବାରୁ ରାତି ପ୍ରାୟ ଦେଢ଼ଟା ବେଳେ ଖାଇବାକୁ ଦେଲେ। ପାଣିଆ ଡାଲି ଓ ବୋଇତି କଖାରୁ ତରକାରି ଖାଇବାକୁ ଦେଉଛନ୍ତି।”

ଘଟଣାର ତଦନ୍ତ କରି ସଂପୃକ୍ତ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ମେଡିକାଲରେ ରୋଷେଇ ହେଉଥିବା ସ୍ଥାନକୁ ନଦେଖିବା ଭଲ। ଅପରିଷ୍କାର ପରିବେଶରେ ପ୍ରତିଦିନ ୬୦୦ ଲୋକଙ୍କ ପାଇଁ ରୋଷେଇ କରୁଛି ଦାୟିତ୍ୱ ନେଇଥିବା ଠିକା ସଂସ୍ଥା। ତେବେ ସଂସ୍ଥାର ମ୍ୟାନେଜର କିନ୍ତୁ ଘଟଣାକୁ ଅସ୍ୱୀକାର କରିବା ସହ ଖାଦ୍ୟର ମାନ ଠିକ୍ ଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story