ଚା' ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଚା ଦୋକାନରେ ନିଆଁଲାଗି ଫାଟିଲା ଗ୍ୟାସ ଟାଙ୍କି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା’ ଦୋକାନରେ ହଠାତ ନିଆଁ ଲାଗିଥିଲା। ତେବେ ଦେଖୁଦେଖୁ ନିଆଁ ହୁ ହୁ ହୋଇ ଜଳିଥିବାବେଳେ ହଠାତ୍ ଦୋକାନ ଭିତରେ ଥିବା ଗ୍ୟାସ ଟାଙ୍କିଟି ବହୁତ ଜୋରରେ ବିସ୍ଫୋରଣ ହୋଇଥିଲା। ଫଳରେ ଦୋକାନରେ ଥିବା ଜିନିଷ ଗୁଡ଼ିକ ଛିନ ଛତର ହୋଇ ଛିଟିକି ପଡିଥିଲା। […]

gas

gas

Ranjit Kumar Jena
  • Published: Friday, 30 October 2020
  • Updated: 30 October 2020, 09:24 AM IST

Sports

Latest News

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଚା ଦୋକାନରେ ନିଆଁଲାଗି ଫାଟିଲା ଗ୍ୟାସ ଟାଙ୍କି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା' ଦୋକାନରେ ହଠାତ ନିଆଁ ଲାଗିଥିଲା।

ତେବେ ଦେଖୁଦେଖୁ ନିଆଁ ହୁ ହୁ ହୋଇ ଜଳିଥିବାବେଳେ ହଠାତ୍ ଦୋକାନ ଭିତରେ ଥିବା ଗ୍ୟାସ ଟାଙ୍କିଟି ବହୁତ ଜୋରରେ ବିସ୍ଫୋରଣ ହୋଇଥିଲା। ଫଳରେ ଦୋକାନରେ ଥିବା ଜିନିଷ ଗୁଡ଼ିକ ଛିନ ଛତର ହୋଇ ଛିଟିକି ପଡିଥିଲା। ଦେକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଏଥିରେ କାହର କିଛି କ୍ଷତି ହୋଇନାହିଁ।

ଖବର ପାଇ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ ବୀରମହାରାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଚା ଦୋକାନଟି ସ୍ଥାନୀୟ ଚମ୍ପାମାଳ ଗ୍ରାମର ପିତାମ୍ବର ଥନାପତିଙ୍କ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story