୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ

ଭଦ୍ରକ(ଓଡ଼ିଶା ରିପୋର୍ଟର): ପାଖାପାଖି ୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ ।  ଘନ କୁହୁଡି ଯୋଗୁଁ  ବାଟବଣା ହୋଇଥିବା ଲଞ୍ଚକୁ ଉଦ୍ଧାର କରିଛି  ଧାମରା ମେରାଇନ୍ ପୁଲିସ। ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ଧରି ଆଜି ସକାଳୁ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଘାଟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏହି ସରକାରୀ ଲଞ୍ଚ।  ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ  ଘନ କୁହୁଡି ଯୋଗୁଁ […]

v-908

v-908

Tapas Behera
  • Published: Friday, 17 January 2020
  • Updated: 17 January 2020, 04:35 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ପାଖାପାଖି ୫ ଘଣ୍ଟା ପରେ ସମୁଦ୍ରରୁ ଉଦ୍ଧାର ହେଲା ସରକାରୀ ଯାତ୍ରୀବାହୀ ଲଞ୍ଚ ।  ଘନ କୁହୁଡି ଯୋଗୁଁ  ବାଟବଣା ହୋଇଥିବା ଲଞ୍ଚକୁ ଉଦ୍ଧାର କରିଛି  ଧାମରା ମେରାଇନ୍ ପୁଲିସ।

ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ଧରି ଆଜି ସକାଳୁ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଘାଟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏହି ସରକାରୀ ଲଞ୍ଚ।  ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ  ଘନ କୁହୁଡି ଯୋଗୁଁ ଲଞ୍ଚଟି ବାଟବଣା ହୋଇଯାଇଥିଲା।  ଆଉ ନିର୍ଦ୍ଦିଷ୍ଟ ଜଳପଥ ବଦଳରେ ସମୁଦ୍ର ଭିତରକୁ ଚାଲି ଯାଇଥିଲା। କୁହୁଡ଼ି ଲାଗି ରହିଥିବାରୁ  ଦୀର୍ଘ ସମୟ ଧରି ସମୁଦ୍ରରେ ଫସି ରହିଥିଲା ଲଞ୍ଚ ।  ଖବର ପାଇ ରାଜନଗର ପୁଲିସ ସହାୟତାରେ  ଧାମରା ମେରାଇନ୍ ଥାନାର ଏକ ୬ ଜଣିଆ ଟିମ୍ ସ୍ପିଡ୍ ବୋଟ୍ ଜରିଆରେ ଲଞ୍ଚ ନିକଟକୁ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି।

ପରେ ଲଞ୍ଚକୁ ଧାମରା ବନ୍ଦର ଜେଟିକୁ ଅଣାଯାଇଥିଲା।  ଲଞ୍ଚରେ ଥିବା ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଧାମରା ମେରାଇନ୍ ଥାନାର ପୁଲିସ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story