ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚକର ଅନ୍ତିମ ଦିନ। ଆଜି ଶ୍ରୀମନ୍ଦରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନୀତିକାନ୍ତି ଶୃଙ୍ଖଳିତ ଭାବେ ସରିବା ପରେ ପାଖାପାଖି ଦୁଇଟା ବେଳେ ଶ୍ରୀମନ୍ଦିର ଦ୍ୱାର ଫିଟି ଥିଲା। ସକାଳ ୬ଟାରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଥିଲେ। […]

devotees-get-darshan-of-naba-jouban-vesha-of-the-lords-at-puri-jagannath-temple

Manoranjan Sial
  • Published: Tuesday, 12 November 2019
  • Updated: 12 November 2019, 10:26 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚକର ଅନ୍ତିମ ଦିନ। ଆଜି ଶ୍ରୀମନ୍ଦରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ନୀତିକାନ୍ତି ଶୃଙ୍ଖଳିତ ଭାବେ ସରିବା ପରେ ପାଖାପାଖି ଦୁଇଟା ବେଳେ ଶ୍ରୀମନ୍ଦିର ଦ୍ୱାର ଫିଟି ଥିଲା। ସକାଳ ୬ଟାରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଥିଲେ। ଦୂରଦୂରାନ୍ତରୁ ଆସିଥିବା ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶକୁ ଦର୍ଶନ ଲାଭ କରି ନିଜକୁ କୁତାର୍ଥ ମନେ କରିଥିଲେ। ସୁନାବେଶ ଭଳି ରାଜରାଜେଶ୍ୱର ବେଶରେ ମହାପ୍ରଭୁ ସୁବର୍ଣ୍ଣରେ ଶ୍ରୀପୟର, ସୁବର୍ଣ୍ଣର ଶ୍ରୀଭୁଜ, କିରିଟ, କୁଣ୍ଡଳ, ଚନ୍ଦ୍ରୀକା, ଓଡ଼ିଆଣୀ, ତଡ଼ଦୀ, ସେବତୀ ମାଳି, ବାହାଡା ମାଳି, ଘାଗଡ଼ା ମାଳି ଆଦିରେ ବିଭୁଷିତ ହୋଇଥିଲେ। ଶ୍ରୀଜଗନ୍ନାଥ ସୁବର୍ଣ୍ଣର ଚକ୍ର, ରୌପ୍ୟ ଶଙ୍ଖ ଓ ସୁବର୍ଣ୍ଣର ହଳମୁଷଳ ଧାରଣ କରିଥିଲେ। ଦେବୀ ସୁଭଦ୍ରା କିରିଟ କୁଣ୍ଡଳ ତଡ଼ଗୀରେ ବିଭୁଷିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story