ମନ୍ତ୍ରୀ ଯାହା କହିଥିଲେ ଭୁଲ: ମହାରଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିବା ଘଟଣାରେ ଆଜି ଶାଣିତ ସ୍ୱରରେ ମହାରଥୀ କଡ଼ା ଜବାବ ଦେଇଛନ୍ତି। ମହାରଥୀ କହିଛନ୍ତି,“ କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। କିନ୍ତୁ ତାହା ୪୮କୁ ଖସିଛି। ହେଲେ ମୁଁ ଆସିବା ବେଳକୁ ୨୪ ଥିଲା। ମୋ ସମୟରେ ତାହା ୪୮ ହୋଇଥିଲା। ମୋ କାର୍ଯ୍ୟଦକ୍ଷତା, […]

410-1

410-1

Tapas Behera
  • Published: Thursday, 18 July 2019
  • Updated: 18 July 2019, 01:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିବା ଘଟଣାରେ ଆଜି ଶାଣିତ ସ୍ୱରରେ ମହାରଥୀ କଡ଼ା ଜବାବ ଦେଇଛନ୍ତି। ମହାରଥୀ କହିଛନ୍ତି,“ କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। କିନ୍ତୁ ତାହା ୪୮କୁ ଖସିଛି। ହେଲେ ମୁଁ ଆସିବା ବେଳକୁ ୨୪ ଥିଲା। ମୋ ସମୟରେ ତାହା ୪୮ ହୋଇଥିଲା। ମୋ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶ୍ନ କରାଯିବା ଠିକ୍ ନୁହେଁ। ମୋ ସମୟରେ ଆମେ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛୁ। ଯଦି ଭାବୁଥାନ୍ତି ଏମିତି କହି ମହାରଥୀଙ୍କ ପାଟି ଚୁପ୍ ରଖିବେ ତାହା ପାରିବେନି। ଗୋଟିଏ ମନ୍ତ୍ରୀ ପଦ ଫାଙ୍କା ଅଛି ବୋଲି ଚୁପ୍ ରହିବି ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ମହାରଥୀ।

ସୂଚନା ଯୋଗ୍ୟ ଯେ, ଆଳୁ ମିଶନ ଫେଲ ମାରିବା ଓ ଶୀତଳ ଭଣ୍ଡାର ବନ୍ଦ ହେବା ନେଇ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପରୋକ୍ଷରେ ଦାୟୀ କରିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପାଇଁ ଉତ୍ତର ରଖୁଥିବା ଅର୍ଥମନ୍ତ୍ରୀ ନିରଜଂନ ପୂଜାରୀ  ଶୀତଳ ଭଣ୍ଡାର ଅଚଳ ହୋଇପଡିବା ପ୍ରସଙ୍ଗରେ ବି ମହାରଥୀଙ୍କୁ ପାଲଟା ବାଣ ମାରିଥିଲେ । ନିରଜଂନ କହିଥିଲେ ଯେ, ଯେତେବେଳେ ମହାରଥୀ ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କରି ସମୟରେ ଆଳୁ ମିଶନ ଆରମ୍ଭ ହୋଇଥିଲା।

ଆଉ ତାଙ୍କରି ମନ୍ତ୍ରୀକାଳରେ ହିଁ ଆଳୁ ମିଶନର ଅବଧି ସରିଗଲା। ତାକୁ ସରକାର ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେହିପରି ମନ୍ତ୍ରୀ ନିରଞ୍ଜନ କହିଥିଲେ ରାଜ୍ୟରେ ମୋଟ ୧୨୮ଟି ଶୀତଳ ଭଣ୍ଡାର ଅଛି। ସେଥିରୁ ୮୦ଟି ଅଚଳ ହୋଇପଡ଼ିଛି। ୪୮ଟି ସଚଳ ଅବସ୍ଥାରେ ଅଛି। ଏସବୁ ମହାରଥୀଙ୍କ ସମୟରେ ହୋଇଥିଲା ବୋଲି ମନ୍ତ୍ରୀ ନିରଜଂନ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story