ଚୋରା ପୀରତିରୁ ଏସିଡ ମାଡ଼, ସତ ଓଗାଳିଲେ ଅଭିଯୁକ୍ତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍ୱାମୀର ଜାଣତରେ ପଡ଼ୋଶୀ ଯୁବକ ସହ ସ୍ତ୍ରୀର ଚାଲିଥିଲା ଚୋରା ପୀରତି। ଯେତେ ବାରଣ କଲେ ବି କେହି ବନ୍ଧବାଡ଼ ମାନୁ ନ ଥିଲେ।  ନୂଆ ନୂଆ ପ୍ରେମ ପକ୍ଷୀ ସାଜି ଖୋଲା ଆକାଶରେ ଉଡ଼ି ବୁଲୁଥିବା ଏହି ପ୍ରେମୀଯୁଗଳ ସତସତିକା ଉଡ଼ିଯିବା ଆଗରୁ ପ୍ରତିଶୋଧ ପରାୟଣ ସ୍ୱାମୀ ନେଲେ ପଦକ୍ଷେପ। ଏପରିକି ଉକ୍ତ ଯୁବକଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଉପରକୁ ଏସିଡ ମାଡ଼ କରି ଫେରାର ହୋଇଯାଇଥିଲେ। ଗତକାଲି ଅଭିଯୁକ୍ତ ସନ୍ତୋଷ […]

ecid- attack

ecid- attack

Niharika Rout
  • Published: Thursday, 06 February 2020
  • Updated: 06 February 2020, 01:55 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍ୱାମୀର ଜାଣତରେ ପଡ଼ୋଶୀ ଯୁବକ ସହ ସ୍ତ୍ରୀର ଚାଲିଥିଲା ଚୋରା ପୀରତି। ଯେତେ ବାରଣ କଲେ ବି କେହି ବନ୍ଧବାଡ଼ ମାନୁ ନ ଥିଲେ।  ନୂଆ ନୂଆ ପ୍ରେମ ପକ୍ଷୀ ସାଜି ଖୋଲା ଆକାଶରେ ଉଡ଼ି ବୁଲୁଥିବା ଏହି ପ୍ରେମୀଯୁଗଳ ସତସତିକା ଉଡ଼ିଯିବା ଆଗରୁ ପ୍ରତିଶୋଧ ପରାୟଣ ସ୍ୱାମୀ ନେଲେ ପଦକ୍ଷେପ। ଏପରିକି ଉକ୍ତ ଯୁବକଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଉପରକୁ ଏସିଡ ମାଡ଼ କରି ଫେରାର ହୋଇଯାଇଥିଲେ। ଗତକାଲି ଅଭିଯୁକ୍ତ ସନ୍ତୋଷ ସୋନି ଏପରି କାଣ୍ଡ ଘଟାଇଥିବା ବେଳେ ଆଜି ଗିରଫ ହେବା ପରେ ପୁଲିସ୍‌ ଆଗରେ ସବୁ କଥା କହିଛନ୍ତି।  

ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର-Aରେ ରହୁଥିବା ନଗେନ୍ଦ୍ର ପାଣ୍ଡେଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଏସିଡ୍ ମାଡ଼ ଘଟଣାର ଅଭିଯୁକ୍ତ ସନ୍ତୋଷ ସୋନିଙ୍କୁ ଆଜି ପୁଲିସ୍‌  ଗିରଫ କରିବା ପରେ ସେ ସତ ଓଗାଳିଛି। ଏସିଡ୍ ମାଡ଼ର ତଦନ୍ତ କରୁଥିବା ରାଉରକେଲା ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର କହିଛନ୍ତି, ଅଭିଯୁକ୍ତ ସନ୍ତୋଷଙ୍କ ପତ୍ନୀଙ୍କ ସହ ନଗେନ୍ଦ୍ରଙ୍କ ଭାଇ ବିଦ୍ୟାକାନ୍ତଙ୍କର ମିଳାମିଶା ଚାଲିଥିଲା। ଏହାକୁ ସନ୍ତୋଷ ବାରଣ କରୁଥିଲେ। ହେଲେ ସେ ନ ମାନିବାରୁ  ଏପରି ପଦକ୍ଷେପ ନେଇଥିବା ପୁଲିସ୍‌ ଆଗରେ କହିଛନ୍ତି। 

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ନଗେନ୍ଦ୍ର ପାଣ୍ଡେ, ତାଙ୍କ ସ୍ତ୍ରୀ, ମାଆ ଓ ଭାଇଙ୍କ ସହ ଘରେ ବସିଥିଲେ। ଏହି ସମୟରେ ପଡୋଶୀ ସନ୍ତୋଷ ହଠାତ ତାଙ୍କ ଘରେ ପଶି ନଗେନ୍ଦ୍ରଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ। ଫଳରେ ନଗେନ୍ଦ୍ରଙ୍କ  ପରିବାର ଲୋକ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ IGHକୁ ସ୍ଥାନାନ୍ତରିତ କରାଯାଇଛି।

 ଏହି ଘଟଣାର ତଦନ୍ତ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାନ ପାନପୋଷ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତ ସମସ୍ତଙ୍କ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story