ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।  ଆଜି ସକାଳ ପ୍ରାୟ ୫ଟାରେ ବାଘର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବାଘର ବୟସ ୮ବର୍ଷ ହେବ।

୨୦୧୩ ମସିହାରେ ଏହି ବାଘକୁ ଗୁଜରାଟରୁ ନନ୍ଦନକାନନ ଅଣାଯାଇଥିଲା।  ତେବେ ବାଘ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।

Ordigital Desk
• Published: Monday, 04 December 2017
• Updated: 04 December 2017, 08:15 AM IST

Sports

Latest News

ଭୁବନେଶ୍ୱର: ନନ୍ଦନକାନନରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।  ଆଜି ସକାଳ ପ୍ରାୟ ୫ଟାରେ ବାଘର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ବାଘର ବୟସ ୮ବର୍ଷ ହେବ।

୨୦୧୩ ମସିହାରେ ଏହି ବାଘକୁ ଗୁଜରାଟରୁ ନନ୍ଦନକାନନ ଅଣାଯାଇଥିଲା।  ତେବେ ବାଘ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos