ମାଲକାନାଗିରି ବିଛିନ୍ନାଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନାଗିରି: ଓଡ଼ିଶା ଆନ୍ଧ୍ର ସୀମାନ୍ତ ମାଲକାନାଗିରିର ବିଛିନ୍ନାଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ  ଗୁଳି ବିନିମୟ ଘଟିଛି । ଘଟଣାସ୍ଥଳରୁ ଜଣେ ମାଓବାଦୀର ମୃତଦେହ ଉଦ୍ଧାର କରାଯାଇଛି । ୨ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଓ ୪ଟି ଗ୍ରେନେଡ୍ ପୋଲିସ ଜବତ କରିଛି । ଏହାସହ ୮ରୁ ୧୦ଟି କିଟ ବ୍ୟାଗ୍ ଜବତ ହୋଇଛି । ଓଡ଼ିଶା ଓ ଆନ୍ଧ୍ର ପୋଲିସର ମିଳିତ କମ୍ୱିଂ ବେଳେ ଏଇ ଗୁଳିବିନିମୟ ହୋଇଥିଲା । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଯଶୱନ୍ତ […]

combing-operation

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 07:46 AM IST

ମାଲକାନାଗିରି: ଓଡ଼ିଶା ଆନ୍ଧ୍ର ସୀମାନ୍ତ ମାଲକାନାଗିରିର ବିଛିନ୍ନାଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ  ଗୁଳି ବିନିମୟ ଘଟିଛି । ଘଟଣାସ୍ଥଳରୁ ଜଣେ ମାଓବାଦୀର ମୃତଦେହ ଉଦ୍ଧାର କରାଯାଇଛି । ୨ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଓ ୪ଟି ଗ୍ରେନେଡ୍ ପୋଲିସ ଜବତ କରିଛି । ଏହାସହ ୮ରୁ ୧୦ଟି କିଟ ବ୍ୟାଗ୍ ଜବତ ହୋଇଛି । ଓଡ଼ିଶା ଓ ଆନ୍ଧ୍ର ପୋଲିସର ମିଳିତ କମ୍ୱିଂ ବେଳେ ଏଇ ଗୁଳିବିନିମୟ ହୋଇଥିଲା । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଯଶୱନ୍ତ ଜେଠୁୱା ଏ ନେଇ ସୂଚନା ଦେଇଛନ୍ତି ।

Related story