ଗୁରୁପ୍ରିୟା ହେଲା, ଏବେ କାହିଁକି ମେଳି?

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ଏହାକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ। ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସତ୍ତ୍ୱେ ନକ୍ସଲ ଅଧ୍ୟୁଷିତ ଏହି ଜିଲ୍ଲାରେ ବିକାଶ ରଥ ଆଗେଇ ପାରୁ ନାହିଁ। ଯେଉଁଥିପାଇଁ ବାରମ୍ବାର ମେଳି କରୁଛନ୍ତି ଆଦିବାସୀ। କିଛି ମାସ ଭିତରେ ପାଞ୍ଚ ପାଞ୍ଚ ଥର […]

malkanngiri.jpg1

malkanngiri.jpg1

Manoranjan Sial
  • Published: Friday, 13 December 2019
  • Updated: 13 December 2019, 09:40 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ଏହାକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ। ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସତ୍ତ୍ୱେ ନକ୍ସଲ ଅଧ୍ୟୁଷିତ ଏହି ଜିଲ୍ଲାରେ ବିକାଶ ରଥ ଆଗେଇ ପାରୁ ନାହିଁ। ଯେଉଁଥିପାଇଁ ବାରମ୍ବାର ମେଳି କରୁଛନ୍ତି ଆଦିବାସୀ। କିଛି ମାସ ଭିତରେ ପାଞ୍ଚ ପାଞ୍ଚ ଥର ପ୍ରଜାମେଳି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଚ୍ଛିନ୍ନାଞ୍ଚଳ ବାସିନ୍ଦା।

ପ୍ରଥମ ମେଳି ଜୁନ ୨୨ ତାରିଖରେ ମୁଦୁଲିଗୁଡ଼ାରେ ହୋଇଥିଲା। ଦ୍ୱିତୀୟ ମେଳା ସେପ୍ଟମ୍ୱର ୧୦ ତାରିଖରେ ବେଜିଂ, ତୃତୀୟ ମେଳି ଅକ୍ଟୋବର ୨୮ ଖଜୁରୀଗୁଡ଼ା, ଚତୁର୍ଥ ମେଳି ଡିସେମ୍ବର ୩ ହନ୍ତାଳଗୁଡ଼ା ଓ ଡିସେମ୍ବର ୧୦ ତାରିଖରେ ଅରାପଦରେ ମେଳି ହୋଇଥିଲା। ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଞ୍ଚଳର ଏସବୁ ସ୍ଥାନରେ ଆୟୋଜିତ ହୋଇଥିବା ମେଳିରେ ଧନୁତୀର ସହ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରିଥିଲେ। ଏହାଛଡ଼ା ପିଲାଛୁଆଙ୍କୁ ଧରି ଏକାଠି ମଧ୍ୟ ହୋଇଥିଲେ ବିଚ୍ଛିନ୍ନଞ୍ଚଳ ବାସିନ୍ଦା। ତେବେ ଦୁଇ ଦିନ ତଳେ ଓରାପଦରଠାରେ ହୋଇଥିବା ବିଶାଳ ପ୍ରଜାମେଳିକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। କାରଣ ଏଠି ଏକାଠି ହୋଇଥିଲେ ହଜାର ହଜାର ଆଦିବାସୀ ଜନତା। ଖାଲି ଓଡ଼ିଶା ନୁହେଁ, ସୀମାନ୍ତ ଆନ୍ଧ୍ରରୁ ମଧ୍ୟ ଶହ ଶହ ସଂଖ୍ୟାରେ ଲୋକ ସାମିଲ ହୋଇ ଲାଲ ସଲାମ୍ ଧ୍ୱନି ସହ ସରକାରଙ୍କ ଉନ୍ନୟନ କାମ, ବିଏସ୍‌ଏଫ୍‌ କ୍ୟାମ୍ପକୁ ବିରୋଧ ସହ ଅନ୍ୟ ଦାବି ବି ଉଠାଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ଓଡ଼ିଶା ସରକାର ମାଲକାନଗିରି ବିଚ୍ଛାନାଞ୍ଚଳ ବାସିନ୍ଦାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ଅଞ୍ଚଳରେ ବିକାଶ ପହଞ୍ଚାଉଥିବା କହୁଥିବା ବେଳେ ନିଜ ଦାବି ପାଇଁ କାହିଁକି ବାରମ୍ବାର ଏକାଠି ହେଉଛନ୍ତି ଆଦିବାସୀ ଜନତା? ଗୋଟିଏ ପଟେ ବିଚ୍ଛନ୍ନାଞ୍ଚଳର କିଛି ଅଞ୍ଚଳରେ ରାଜ୍ୟ ପ୍ରଶାସନର ଉଦାସିନତାରୁ ଆନ୍ଧ୍ର ସରକାର ଅନୁପ୍ରବେଶ କରୁଥିବା ବେଳେ ଗତ ମଙ୍ଗଳବାର ଏହି ପ୍ରଜାମେଳିରେ ସିଧା ସଳଖ ସାମିଲ ହୋଇଥିଲେ ଆନ୍ଧ୍ରର ବହୁ ଜନଜାତି ଲୋକ। ଏଣେ ପ୍ରଜାମେଳିରେ ଲାଲ ଝଣ୍ଡା ଉଡ଼ିବା, ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଓ ସରକାର ବିରୋଧୀ ନାରା ପଛରେ ଲାଲ ସଂଗଠନର ପ୍ରଚ୍ଛନ୍ନ ଭୂମିକା ଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story