ପୁଲିସ୍‌କୁ ବଡ଼ ସଫଳତା, ଚନ୍ଦନ ଗିରଫ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କ୍ୟାଡର୍ ନକ୍ସଲ ଚନ୍ଦ୍ର ସିସା ଓରଫ୍ ଚନ୍ଦନକୁ ପୁଲିସ୍ ଗିରଫ କରିଛି। ଚନ୍ଦନ ଆନ୍ଧ୍ର-ଓଡ଼ିଶା ଜୋନାଲ୍ ବର୍ଡର୍ କମିଟି ସଦସ୍ୟ ଥିଲା। ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଗତକାଲି ଚନ୍ଦନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ମାଲକାନଗିରି ଏସ୍‌ପି ଜଗମୋହନ ମିନା ସୂଚନା ଦେଇଛନ୍ତି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସ୍‌ ଓ ବିଏସ୍ଏଫ୍ ପକ୍ଷରୁ ମିଳିତ ଅପରେସନ୍‌ […]

6666666666666666

Tapaswini Nayak
  • Published: Monday, 17 June 2019
  • , Updated: 17 June 2019, 08:32 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କ୍ୟାଡର୍ ନକ୍ସଲ ଚନ୍ଦ୍ର ସିସା ଓରଫ୍ ଚନ୍ଦନକୁ ପୁଲିସ୍ ଗିରଫ କରିଛି।

ଚନ୍ଦନ ଆନ୍ଧ୍ର-ଓଡ଼ିଶା ଜୋନାଲ୍ ବର୍ଡର୍ କମିଟି ସଦସ୍ୟ ଥିଲା। ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ଗତକାଲି ଚନ୍ଦନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଏନେଇ ମାଲକାନଗିରି ଏସ୍‌ପି ଜଗମୋହନ ମିନା ସୂଚନା ଦେଇଛନ୍ତି।

ଗତକାଲି ସ୍ୱାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସ୍‌ ଓ ବିଏସ୍ଏଫ୍ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ଅପରେସନ୍‌ ବେଳେ ଚନ୍ଦନଙ୍କୁ ଗିରଫ କରାଯାଇଥିଲା।

Related story