ଫାଇନ୍‌ରୁ ବର୍ତ୍ତିବା ପାଇଁ ଗାଡ଼ି ଛାଡ଼, ଘୋଡ଼ା ଚଢ଼

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଡ଼ି ଛାଡ଼, ଘୋଡ଼ା ଚଢ଼। ଏକଥା ଆମେ କହୁନୁ। ଟ୍ରାଫିକ୍ ନିୟମର ଝିନ୍‌ଝଟ୍‌ରୁ ବର୍ତ୍ତିବା ପାଇଁ ଏବେ ଏମିତି ଫଣ୍ଡା ଆପଣେଇଛନ୍ତି ନକ୍ସଲ ଅଧ୍ୟୁଷିତ ମାଲକାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ। ଯତୀଶଙ୍କର ମୋଟର ସାଇକେଲ୍‌ ଅଛି। ହେଲେ ସେ କିନ୍ତୁ ଟ୍ରାଫିକ ଚେକିଂରୁ ବର୍ତ୍ତିବା ପାଇଁ ଘୋଡ଼ା କିଣି ଚଢୁଛନ୍ତି। ଦିନ ଯାକର ସବୁ କାମ ଯଥା- ବଜାର ସଉଦାଠୁ ନେଇ ପିଲାଙ୍କୁ ସ୍କୁଲ ଛାଡ଼ିବା ଭଳି ଯାହା ମୋଟରସାଇକେଲ୍‌ ଚଢ଼ି […]

horsh

horsh

Manoranjan Sial
  • Published: Monday, 09 December 2019
  • Updated: 09 December 2019, 03:46 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଡ଼ି ଛାଡ଼, ଘୋଡ଼ା ଚଢ଼। ଏକଥା ଆମେ କହୁନୁ। ଟ୍ରାଫିକ୍ ନିୟମର ଝିନ୍‌ଝଟ୍‌ରୁ ବର୍ତ୍ତିବା ପାଇଁ ଏବେ ଏମିତି ଫଣ୍ଡା ଆପଣେଇଛନ୍ତି ନକ୍ସଲ ଅଧ୍ୟୁଷିତ ମାଲକାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ।

ଯତୀଶଙ୍କର ମୋଟର ସାଇକେଲ୍‌ ଅଛି। ହେଲେ ସେ କିନ୍ତୁ ଟ୍ରାଫିକ ଚେକିଂରୁ ବର୍ତ୍ତିବା ପାଇଁ ଘୋଡ଼ା କିଣି ଚଢୁଛନ୍ତି। ଦିନ ଯାକର ସବୁ କାମ ଯଥା- ବଜାର ସଉଦାଠୁ ନେଇ ପିଲାଙ୍କୁ ସ୍କୁଲ ଛାଡ଼ିବା ଭଳି ଯାହା ମୋଟରସାଇକେଲ୍‌ ଚଢ଼ି କରୁଥିଲେ, ତାହା ଏବେ ଘୋଡ଼ା ଚଢ଼ି କରୁଛନ୍ତି।

ଯତୀଶଙ୍କ କହିବା କଥା ଘୋଡ଼ା ଚଢ଼ି ଗଲେ ନା ହେଲ୍‌ମେଟ୍‌ ପାଇଁ କିଏ ଧରୁଛନ୍ତି ନା କିଏ ଲାଇସେନ୍ସ କି ଇନ୍ୟୁରାନ୍ସ କାଗଜପତ୍ର ମାଗୁଛନ୍ତି। ଏପରିକି ତେଲ ପକେଇବାକୁ ପଡ଼ିବ ନାହିଁ। ଘୋଡ଼ାକୁ ଘାସ ଦେଲେ ଚାଲିଲା, ଘୋଡ଼ା ଚଢ଼ିଲେ ମଧ୍ୟ ନିଜର ସୁରକ୍ଷା ପାଇଁ ହେଲ୍‌ମେଟ୍‌ ପିନ୍ଧିବା ଜରୁରୀ ନୁହେଁ। ଟ୍ରାଫିକ୍ ନିୟମରୁ ବର୍ତ୍ତିବା ପାଇଁ ଯତୀଶଙ୍କ ଏ ଘୋଡ଼ାଚଢ଼ା ଫଣ୍ଡାକୁ ନେଇ ମାଲ୍‌କାନଗିରିରେ ବେଶ୍ ଚର୍ଚ୍ଚା।

ମାଲକାନଗିରି ସଦର ମହକୁମାର ଏମ୍‌ଭି-୪୨ ଗାଁର ଯତୀଶ ପେଶାରେ ଜଣେ ଚାଷୀ। ନୂଆ ମୋଟରଯାନ୍‌ ଆଇନ୍‌ ଲାଗୁ ହେବା ପରେ ଗାଡ଼ି ଚଳାଇବାରେ ବହୁ ଅସୁବିଧା ହେଉଥିଲା। ଗାଡ଼ି ଚଳାଇଲା ବେଳେ ଲାଇସେନ୍ସ, ବୀମା ଓ ଡ୍ରାଇଭିଂ ଲାଇସେନ୍ସ ଜରୁରୀ ହେଉଥିଲା। ମାତ୍ର ଘୋଡା ଚଳାଇଲେ ଏସବୁର ଦରକାର ନାହିଁ ବୋଲି ଯତୀଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story