ମାଲକାନଗିରି: ୪ ମାଓ ସହଯୋଗୀ ଗିରଫ

ମାଲକାନଗିରି: ମାଲକାନଗିରି ପୋଲିସ ୪ ମାଓ ସହଯୋଗୀଙ୍କୁ ଗିରଫ କରିଛି। ଗତକାଲି ଏସ୍ଓଜି କମ୍ୱିଂ ସମୟରେ ଏକ ମାଓ କ୍ୟାମ୍ପ ଉପରେ ଚଢାଉ କରି ଏମାନଙ୍କୁ ମାଓବାଦୀ ସନ୍ଦେହରେ ଅଟକ ରଖିଥିଲା। ପଚରାଉଚୁରା ବେଳେ ଏମାନେ ମାଓ ସହଯୋଗୀ ବୋଲି ଜଣାପଡ଼ିଛି। ପରେ ସେମାନଙ୍କୁ ପୋଲିସ ଗିରଫ କରିଥିଲେ। ଗିରଫ ମାଓ ସହଯୋଗୀମାନେ ହେଲେ ରାମନାଥ ମାଢ଼ୀ, ଜଗା ମାଢ଼ୀ, ୱାଘା ମାଡ଼କାମୀ ଓ ସୋମା ମାଡ଼କାମୀ। ଚଢ଼ାଉ ସମୟରେ କ୍ୟାମ୍ପରୁ ଏକ କୁଇଣ୍ଟାଲରୁ ଅଧିକ ଜିଲେଟିନ […]

4 maobadi arrestest

4 maobadi arrestest

Rakesh Mallick
  • Published: Monday, 23 November 2015
  • Updated: 23 November 2015, 10:48 AM IST

Sports

Latest News

ମାଲକାନଗିରି: ମାଲକାନଗିରି ପୋଲିସ ୪ ମାଓ ସହଯୋଗୀଙ୍କୁ ଗିରଫ କରିଛି। ଗତକାଲି ଏସ୍ଓଜି କମ୍ୱିଂ ସମୟରେ ଏକ ମାଓ କ୍ୟାମ୍ପ ଉପରେ ଚଢାଉ କରି ଏମାନଙ୍କୁ ମାଓବାଦୀ ସନ୍ଦେହରେ ଅଟକ ରଖିଥିଲା। ପଚରାଉଚୁରା ବେଳେ ଏମାନେ ମାଓ ସହଯୋଗୀ ବୋଲି ଜଣାପଡ଼ିଛି। ପରେ ସେମାନଙ୍କୁ ପୋଲିସ ଗିରଫ କରିଥିଲେ। ଗିରଫ ମାଓ ସହଯୋଗୀମାନେ ହେଲେ ରାମନାଥ ମାଢ଼ୀ, ଜଗା ମାଢ଼ୀ, ୱାଘା ମାଡ଼କାମୀ ଓ ସୋମା ମାଡ଼କାମୀ। ଚଢ଼ାଉ ସମୟରେ କ୍ୟାମ୍ପରୁ ଏକ କୁଇଣ୍ଟାଲରୁ ଅଧିକ ଜିଲେଟିନ ଜବତ ହୋଇଥିବା ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story