ଦୀପାବଳି ପରଦିନ ବାଣ ଫୁଟାଇବାକୁ ନେଇ ଆକ୍ରମଣ!

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କଲ୍ୟାଣୀ ଗାଁରେ ବାଣଫୁଟାକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ମାମୁ ଓ ମାଇଁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତମାନେ ହେଲେ ଗଗନ ସେଠୀ ଓ ତାଙ୍କ ପତ୍ନୀ ଶାନ୍ତିଲତା। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଯୁବକଙ୍କ ନାଁ ଗଦାଧର। ଦୀପାବଳି ପରଦିନ ଅର୍ଥାତ୍ ଗତକାଲି ଗଦାଧର ତାଙ୍କ ସ୍ତ୍ରୀ ସୀତାଙ୍କ ସହିତ ବାଣ ଫୁଟାଉଥିଲେ। ‘ଦୀପାବଳି ଗଲାଣି, ଆଜି କାହିଁକି […]

785

785

Jitendra Garnayak
  • Published: Friday, 09 November 2018
  • Updated: 09 November 2018, 02:57 PM IST

Sports

Latest News

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କଲ୍ୟାଣୀ ଗାଁରେ ବାଣଫୁଟାକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ମାମୁ ଓ ମାଇଁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆହତମାନେ ହେଲେ ଗଗନ ସେଠୀ ଓ ତାଙ୍କ ପତ୍ନୀ ଶାନ୍ତିଲତା। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ଯୁବକଙ୍କ ନାଁ ଗଦାଧର।

ଦୀପାବଳି ପରଦିନ ଅର୍ଥାତ୍ ଗତକାଲି ଗଦାଧର ତାଙ୍କ ସ୍ତ୍ରୀ ସୀତାଙ୍କ ସହିତ ବାଣ ଫୁଟାଉଥିଲେ। ‘ଦୀପାବଳି ଗଲାଣି, ଆଜି କାହିଁକି ବାଣ ଫୁଟାଉଛୁ ବୋଲି’, ମାମୁମାଇଁ ଗଦାଧରଙ୍କୁ କହିଥିଲେ। ଏହାକୁ ନେଇ ଗଦାଧର ଓ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ପରେ ଗଦାଧର ଓ ତାଙ୍କ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ବ୍ୟାଟ୍ ଏବଂ କୋଦାଳରେ ଗଗନ ଓ ଶାନ୍ତିଲତାଙ୍କୁ ଆକ୍ରମଣ କରିଥିଲେ।

ଦୁହିଁଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ି ଆସିଥିଲେ ଓ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

https://youtu.be/ZTK2rAv068A

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story