ନାଗର ଦାନ୍ତ କାଟିବା ମହଙ୍ଗା ପଡ଼ିଲା, ଗିରଫ କଲା ବନବିଭାଗ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନାଗକୁ ନିର୍ଯାତନା ଦେଇ ଗିରଫ ହେଲେ ସାପଧରାଳି । ଗିରଫ ସାପଧରାଳି ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୀରଳା ବିଶ୍ୱାଳ ଓରଫ ବୀର। ଶନିବାର ବୀର ଏକ ନାଗ ସାପକୁ ଧରି ତାର ଦାନ୍ତକୁ ନେଲ୍‌ କଟରରେ କାଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ଦେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବନ ବିଭାଗର ଦ୍ୱାରସ୍ଥ ହୋଇଥିଲେ ବଲାଙ୍ଗିର ସ୍ନେକ ହେଲ୍‌ପ ଲାଇନର ସଦସ୍ୟ। […]

Accused

Accused

Jitendra Garnayak
  • Published: Sunday, 13 November 2022
  • Updated: 13 November 2022, 11:17 AM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନାଗକୁ ନିର୍ଯାତନା ଦେଇ ଗିରଫ ହେଲେ ସାପଧରାଳି । ଗିରଫ ସାପଧରାଳି ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୀରଳା ବିଶ୍ୱାଳ ଓରଫ ବୀର।

ଶନିବାର ବୀର ଏକ ନାଗ ସାପକୁ ଧରି ତାର ଦାନ୍ତକୁ ନେଲ୍‌ କଟରରେ କାଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ଦେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବନ ବିଭାଗର ଦ୍ୱାରସ୍ଥ ହୋଇଥିଲେ ବଲାଙ୍ଗିର ସ୍ନେକ ହେଲ୍‌ପ ଲାଇନର ସଦସ୍ୟ।

ଏହା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ବନ ବିଭାଗ କର୍ମଚାରୀ। ଗତକାଲି ବିଲମ୍ୱିତ ରାତିରେ ବୀରଳାଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ। ଗିରଫ ବୀରଳା ବିଶ୍ୱାଳଙ୍କୁ ପଚରା ଉଚରା କରାଯାଉଛି।

ବୀରଳା ସଫେଇ ଦେଇଛନ୍ତି ଯେ ସାପର ମୁଣ୍ଡରେ କଣ୍ଟା ଲାଗି ଯାଇଥିବାରୁ ତାକୁ ସେ ନେଲ କଟରରେ ବାହାର କରୁଥିଲେ। କିନ୍ତୁ ସେ ଅଭ୍ୟାସଗତ ଭାବେ ମଦ ପିଇ ସାପ ମାନଙ୍କୁ ଧରି ଏମିତି ନିର୍ଯାତନା ଦିଅନ୍ତି ବୋଲି ଜଣାପଡ଼ିଛି। ବନ ବିଭାଗ ସେ ଦିଗରେ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story