ସୁଧୀରଙ୍କୁ ଛୁରୀ ଭୁସି ଦେଲେ ସମୀର

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ରଙ୍ଗିଆଗଡ଼ ବ୍ରିଜ୍‌ ଟ୍ରେନ୍‌ ଲାଇନ ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ନାଁ ସୁଧୀର ସ୍ୱାଇଁ। ତାଙ୍କ ଘର କୋଠି ପଞ୍ଚାୟତସିଜୁ ଗାଁରେ। ତାଙ୍କ ପଛପଟ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ପ୍ରେମକୁ କେନ୍ଦ୍ର କରି ବାଲିତୁଠ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଗତ ରାତିରେ ଏହି ଘଟଣା ଘଟିଥିଲେ ସୁଦ୍ଧା ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ […]

sudhir

sudhir

Jitendra Garnayak
  • Published: Wednesday, 07 November 2018
  • Updated: 07 November 2018, 12:47 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପ ରଙ୍ଗିଆଗଡ଼ ବ୍ରିଜ୍‌ ଟ୍ରେନ୍‌ ଲାଇନ ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହତଙ୍କ ନାଁ ସୁଧୀର ସ୍ୱାଇଁ। ତାଙ୍କ ଘର କୋଠି ପଞ୍ଚାୟତସିଜୁ ଗାଁରେ। ତାଙ୍କ ପଛପଟ ଅଣ୍ଟାରେ ଗଭୀର ଆଘାତ ଲାଗିଛି।

ପ୍ରେମକୁ କେନ୍ଦ୍ର କରି ବାଲିତୁଠ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

ଗତ ରାତିରେ ଏହି ଘଟଣା ଘଟିଥିଲେ ସୁଦ୍ଧା ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇ ନାହିଁ।

ଆହତ ସୁଧୀର କହିଛନ୍ତି,“ଗତକାଲି ରାତିରେ ମୁଁ ଗାଁରୁ ରଙ୍ଗିଆଗଡ଼ ବ୍ରିଜ୍‌ ଆଡକୁ ଯାଉଥିବା ସମୟରେ ବାଲିତୁଠ ଅଞ୍ଚଳର ଜଣେ ଯୁବକ ସମୀର ମୋତେ ଆକ୍ରମଣ କରିଥିଲା। ଧଳା ବୁଲେଟ୍‌ରେ ଆସି ସେ ମୋତେ ପଛପଟୁ ଆକ୍ରମଣ କରିଥିଲା।”

ସେ କହିଛନ୍ତି,“ସମୀର ଓ ମୋ ମଧ୍ୟରେ କୌଣସି ପୂର୍ବ ଶତ୍ରୁତା ନାହିଁ। ହେଲେ ସମୀର କାହିଁକି ମୋତେ ଆକ୍ରମଣ କଲେ ମୁଁ ଜାଣି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story