ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ହାଣିଲେ

କଟକ(ଓଡ଼ିଶା ରିପୋର୍ଟର): ଶ୍ରେଣୀଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ହାଣିଛନ୍ତି ଜଣେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଆମ୍ବପଡ଼ା ଏମ୍‌ଇ ସ୍କୁଲରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବୁବୁନା ମହାନ୍ତିଙ୍କୁ ଅଟକ ରଖିଛି। ମାତ୍ର କେଉଁ କାରଣରୁ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ରମଣ ହୋଇଛି, ତାହା ଜଣାପଡ଼ି ନାହିଁ। ପୂରା ଘଟଣା ଏମିତି। ଶିକ୍ଷକ୍ଷିତ୍ରୀ ସୁଚିସ୍ମିତା ମୁଦୁଲି ଆଜି ଶ୍ରେଣୀ ଗୃହରେ ବସି ପାଠ ପଢ଼ାଉ ଥିଲେ। ଠିକ୍‌ […]

man-attacks-a-lady-teacher-with-sharp-weapon--inside-classroom

Manoranjan Sial
  • Published: Monday, 01 July 2019
  • Updated: 01 July 2019, 05:15 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଶ୍ରେଣୀଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ହାଣିଛନ୍ତି ଜଣେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଆମ୍ବପଡ଼ା ଏମ୍‌ଇ ସ୍କୁଲରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବୁବୁନା ମହାନ୍ତିଙ୍କୁ ଅଟକ ରଖିଛି। ମାତ୍ର କେଉଁ କାରଣରୁ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ରମଣ ହୋଇଛି, ତାହା ଜଣାପଡ଼ି ନାହିଁ।

ପୂରା ଘଟଣା ଏମିତି। ଶିକ୍ଷକ୍ଷିତ୍ରୀ ସୁଚିସ୍ମିତା ମୁଦୁଲି ଆଜି ଶ୍ରେଣୀ ଗୃହରେ ବସି ପାଠ ପଢ଼ାଉ ଥିଲେ। ଠିକ୍‌ ଏତିକି ବେଳେ ବୁବୁନା ଏକ ଧାରୁଆ କଟୁରି ଧରି ଶ୍ରେଣୀ ଗୃହରେ ପ୍ରବେଶ କରିଥିଲା। ପରେ ସେ ସୁଚିସ୍ମିତା ଦିଦିଙ୍କୁ ଚୋଟ ପର ଚୋଟ ପକାଇଥିଲା। ଫଳରେ ଦିଦି ଗୁରୁତର ଆହତ ହୋଇଥିଲେ। ତାଙ୍କ ବେକ, ମୁଣ୍ଡ, ପେଟ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାରୁ ପ୍ରକାଶ, ଶିକ୍ଷୟିତ୍ରୀ ସୁଚିସ୍ମିତାଙ୍କ ଘର ଆମ୍ବପଡ଼ା ଗାଁରେ। ଆଉ ଆକ୍ରମଣ କରିଥିବା ବୁବୁନାର ଘର ମଧ୍ୟ ସେହି ଗାଁରେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story