ସ୍ତ୍ରୀ ଫୋନ୍‌ ନ ଉଠାଇବାରୁ ଦେହରେ ନିଆଁ ଲଗାଇଦେଲେ ସ୍ୱାମୀ

ନୀଳଗିରି(ବିଶ୍ୱମ୍ବର ଦାସ ) : ସାଧାରଣତଃ ଆପଣ ଫୋନ୍‌ କରୁଥିବା ବେଳେ ଯଦି ଅପରପାର୍ଶ୍ୱ ବ୍ୟକ୍ତି ଫୋନ୍‌ ରିସିଭ ନ କରନ୍ତି,  ତା’ ହେଲେ ବ୍ୟତିବ୍ୟସ୍ତ ଲାଗିବା ସ୍ୱାଭାବିକ । ହେଲେ ଏପରି କାରଣରୁ ଜଣେ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଦେବା ପରି ଅଭାବନୀୟ ଘଟଣା  ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ  ଘଟିଛି।  ପତ୍ନୀ ଫୋନ୍‌ ନ ଉଠାଇବାରୁ ନୀଳଗିରି ଅଞ୍ଚଳର ଗୋପାଳ ସିଂ ନାମକ ବ୍ୟକ୍ତି ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। […]

fire-1

fire-1

Niharika Rout
  • Published: Saturday, 04 January 2020
  • Updated: 04 January 2020, 02:43 PM IST

Sports

Latest News

ନୀଳଗିରି(ବିଶ୍ୱମ୍ବର ଦାସ ) : ସାଧାରଣତଃ ଆପଣ ଫୋନ୍‌ କରୁଥିବା ବେଳେ ଯଦି ଅପରପାର୍ଶ୍ୱ ବ୍ୟକ୍ତି ଫୋନ୍‌ ରିସିଭ ନ କରନ୍ତି,  ତା’ ହେଲେ ବ୍ୟତିବ୍ୟସ୍ତ ଲାଗିବା ସ୍ୱାଭାବିକ । ହେଲେ ଏପରି କାରଣରୁ ଜଣେ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଦେବା ପରି ଅଭାବନୀୟ ଘଟଣା  ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ  ଘଟିଛି।  ପତ୍ନୀ ଫୋନ୍‌ ନ ଉଠାଇବାରୁ ନୀଳଗିରି ଅଞ୍ଚଳର ଗୋପାଳ ସିଂ ନାମକ ବ୍ୟକ୍ତି ଦେହରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

ମିଳିଥିବା ଖବର ଅନୁଯାୟୀ, କୌଣସି କାରଣରୁ ନେଇ ଗୋପାଳଙ୍କର ତାଙ୍କ  ସ୍ତ୍ରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଫଳରେ  ୨-୩ ଦିନ ପୂର୍ବେ ତାଙ୍କ ସ୍ତ୍ରୀ ଶାଶୁ ଘର ଛାଡ଼ି ସମ୍ପର୍କୀୟଙ୍କ ଘରକୁ ପଳାଇ ଥିଲେ। ତେବେ ଆଜି ଯେତବେଳେ ଗୋପାଳ, ସ୍ତ୍ରୀଙ୍କୁ ଫୋନ୍‌ ଲଗାଇଥିଲେ ସେ ଫୋନ୍‌ ଉଠାଇ ନ ଥିଲେ।  ଏଥିରେ ଉତ୍ତ୍ୟକ୍ତ ହୋଇ ଗୋପାଳ ଘରର କବାଟ ବନ୍ଦ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।  ଏହାପରେ ସେ ଜୋରରେ ଚିତ୍କାର କରି କରିଥିଲେ।

ତାଙ୍କ ଚିତ୍କାର ଶୁଣି ଗାଁଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗୋପାଳଙ୍କୁ ପ୍ରଥମେ ନୀଳଗିରିରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story