ଘର ସହ ଜଳି ଗଲେ ଯୁବକ

ସୋନପୁର (ରବୀନ୍ଦ୍ର ହୋତା): ଅଗ୍ନିକାଣ୍ଡରେ ଘର ସହ ଜଳିଗଲେ ଯୁବକ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଘିଚାପାଲି ଗାଁରେ। ମୃତ ଯୁବକଙ୍କ ନାଁ ରଞ୍ଜନ ବିଭାର। ତାଙ୍କୁ ୩୦ ବର୍ଷ ହୋଇଥିଲା। ସେ ଗତକାଲି ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ରଞ୍ଜନ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବାର […]

sonpur

sonpur

Jitendra Garnayak
  • Published: Wednesday, 23 January 2019
  • Updated: 23 January 2019, 11:03 AM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ଅଗ୍ନିକାଣ୍ଡରେ ଘର ସହ ଜଳିଗଲେ ଯୁବକ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଘିଚାପାଲି ଗାଁରେ।

ମୃତ ଯୁବକଙ୍କ ନାଁ ରଞ୍ଜନ ବିଭାର। ତାଙ୍କୁ ୩୦ ବର୍ଷ ହୋଇଥିଲା।

ସେ ଗତକାଲି ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।

ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ରଞ୍ଜନ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା।

88880ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ। ସୁବଳୟା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story