ପୁଲିସ ଦେଲାନି ନ୍ୟାୟ! ଦଉଡ଼ି ଦେଇ ମନ୍ଦିରରେ ଆତ୍ମହତ୍ୟା

ରାୟଗଡ଼ା(ମଉଡ଼ି ବାରିକ): ପୁଲିସ ଦେଲାନି ନ୍ୟାୟ! ତେଣୁ ମନ୍ଦିରର ଯଜ୍ଞକୁଣ୍ଡ ନିକଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ତାଙ୍କ ପକେଟରୁ ମିଳିଥିବା ସୁଇସାଇଟ୍ ନୋଟ୍‌ରୁ ଏହା ସ୍ପଷ୍ଟ ହୋଇଛି। ମୃତ ବ୍ୟକ୍ତି ଜଣକ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଣ୍ଟାମଡ଼ା ଗାଁର ଟ୍ରିପତି ଧାରୁଆ। ଖବର ପାଇ ପୁଲିସ ପହଞ୍ଚିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଆଜି […]

hang-1

hang-1

Niranjan Mishra
  • Published: Wednesday, 29 June 2022
  • Updated: 29 June 2022, 04:48 PM IST

Sports

Latest News

ରାୟଗଡ଼ା(ମଉଡ଼ି ବାରିକ): ପୁଲିସ ଦେଲାନି ନ୍ୟାୟ! ତେଣୁ ମନ୍ଦିରର ଯଜ୍ଞକୁଣ୍ଡ ନିକଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ତାଙ୍କ ପକେଟରୁ ମିଳିଥିବା ସୁଇସାଇଟ୍ ନୋଟ୍‌ରୁ ଏହା ସ୍ପଷ୍ଟ ହୋଇଛି। ମୃତ ବ୍ୟକ୍ତି ଜଣକ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଣ୍ଟାମଡ଼ା ଗାଁର ଟ୍ରିପତି ଧାରୁଆ।

ଖବର ପାଇ ପୁଲିସ ପହଞ୍ଚିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଆଜି ସକାଳୁ ଅଣ୍ଟାମଡା ଗାଁର ଶିବ ମନ୍ଦିର ପରିସରରେ ଥିବା ଯଜ୍ଞ ମଣ୍ତପ ଛାତ ତଳେ ଏହି ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିଲା। ମନ୍ଦିର ପୂଜକ ଏନେଇ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଖବର ପାଇ ପୁଲିସ ପହଞ୍ଚି ଥିଲା।

ପରିବାର ଲୋକେ ଅଭିଯୋଗ କରିଛନ୍ତି, ମୃତ୍ୟୁ ପୂର୍ବରୁ ସେ ଚିନ୍ତାରେ ଥିଲେ। କାରଣ ଜମିଜମା ସଂପର୍କିତ ଘଟଣାକୁ ନେଇ ସାହିରେ କିଛି ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ସେ ମାଡ଼ ଖାଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ନେଇ ସେ ଥାନରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ତାଙ୍କୁ ନ୍ୟାୟ ଦେଲାନି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲାନି। ଏତଲା ଚାପି ବସି ପଡ଼ିଲା। କାର୍ଯ୍ୟାନୁଷ୍ଠାନ ହେବ କହି ସମୟ ଗଡ଼ାଇ ଚାଲିଲା। ଫଳରେ ସେ ମାନସିକ ଚାପରେ ଥିଲେ। ତେଣେ ଅଭିଯୁକ୍ତଙ୍କ ଟାହିଟାପରା ନିର୍ଯାତନା ବଢ଼ିଥିଲା।

ଫଳରେ ସେ ପ୍ରଶାସନ ଉପରେ ଅସ୍ଥା ହରାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପକେଟରୁ ଏ ନେଇ ଏକ ସୁଇସାଇଡ୍ ନୋଟ ମିଳିଛି। ଏଥିରେ ସବୁ କଥା ଲେଖିଛନ୍ତି। ୩ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି। ତେଣୁ ଅଭିଯୁକ୍ତଙ୍କ ସମେତ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି।

ଅନ୍ୟପଟେ ଏହି ଘଟଣାରେ ପୁଲିସ ଅଭିଯୋଗ ଆଧାରରେ ୩ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଛି। ତେବେ ଏନେଇ ପୁଲିସ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story