ଜଣଙ୍କ ଗର୍ଭ ନଷ୍ଟ କରି ଆଉ ଜଣକୁ ବାହା ହେବାକୁ ଯାଉଥିଲେ, ବାନ୍ଧି ନେଲା ପୁଲିସ

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ବିବାହ କରିବାର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଧୋକାବାଜ୍‌ ପ୍ରେମିକ। ମାତ୍ର ପରବର୍ତ୍ତୀ ସମୟରେ ପ୍ରେମିକାକୁ ଭୁଲି ଅନ୍ୟ ଜଣକୁ ବିବାହ କରିବାକୁ ସ୍ଥିର କରିଥିଲେ। ଏକଥା ଜାଣିବା ପରେ ନାବାଳିକା ପ୍ରେମିକର ଘରେ ପହଞ୍ଚିଥିଲେ। ମାତ୍ର ନିଜ ଘର ଲୋକଙ୍କ ଆଗରେ ମୁ ଏଇ ଝିଅକୁ ଚିହ୍ନି ନାହିଁ ବୋଲି କହିବାରୁ ପ୍ରେମିକା ଥାନାର ଦ୍ୱାରସ୍ଥ ହୋଇଛି। ଏବେ ପ୍ରେମିକ ପ୍ରବର ଥାନାରେ। ଏପରି ଘଟଣା ସମ୍ୱଲପୁର […]

rape1

rape1

Manoranjan Sial
  • Published: Thursday, 09 May 2019
  • Updated: 09 May 2019, 08:45 PM IST

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ବିବାହ କରିବାର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଧୋକାବାଜ୍‌ ପ୍ରେମିକ। ମାତ୍ର ପରବର୍ତ୍ତୀ ସମୟରେ ପ୍ରେମିକାକୁ ଭୁଲି ଅନ୍ୟ ଜଣକୁ ବିବାହ କରିବାକୁ ସ୍ଥିର କରିଥିଲେ। ଏକଥା ଜାଣିବା ପରେ ନାବାଳିକା ପ୍ରେମିକର ଘରେ ପହଞ୍ଚିଥିଲେ। ମାତ୍ର ନିଜ ଘର ଲୋକଙ୍କ ଆଗରେ ମୁ ଏଇ ଝିଅକୁ ଚିହ୍ନି ନାହିଁ ବୋଲି କହିବାରୁ ପ୍ରେମିକା ଥାନାର ଦ୍ୱାରସ୍ଥ ହୋଇଛି। ଏବେ ପ୍ରେମିକ ପ୍ରବର ଥାନାରେ।

ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଗୋବିନ୍ଦପୁର ଥାନାରେ ଘଟିଛି।

ପୂରା ଘଟଣା ଏମିତି। ୨୦୧୪ ମସିହାରୁ ୧୭ ବର୍ଷୀୟା ନାବାଳିକାଙ୍କୁ କିଣ୍ଡାପଦର ଗାଁର ଜଣେ ଯୁବକ ଭଲ ପାଉଥିଲେ। ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ଆଉ ଏହା ଭିତରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ପ୍ରେମିକ ପ୍ରବର। ଯାହାଫଳରେ ଦୁଇ ମାସର ଗର୍ଭବତୀ ହୋଇଥିଲେ ନାବାଳିକା ପ୍ରେମିକା। ଏକଥା ଯେତେବେଳେ ପ୍ରେମିକ ପ୍ରବର ଜାଣିଲେ, ସେତେବେଳକୁ ତାଙ୍କର ଅକଲ୍‌ ଗୁଡ଼ୁମ ହୋଇଯାଇଥିଲା। ପରେ ସେ ପ୍ରେମିକାଙ୍କୁ ଫୁସୁଲାଇ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି।

ନିଜର ପ୍ରଥମ ପ୍ରେମକୁ ଭୁଲି ଅନ୍ୟ ଜଣକୁ ବିବାହ କରିବାକୁ ସ୍ଥିର କରିଥିଲେ ପ୍ରେମିକ। ଆସନ୍ତା ୧୨ ତାରିଖରେ ବାହାଘର ହେବା ସ୍ଥିର ହୋଇଥିଲା। ଏ ସମ୍ପର୍କରେ ନାବାଳିକା ଜାଣିପାରି ପ୍ରେମିକଙ୍କ ଘରେ ପହଞ୍ଚି ବିବାହ କରିବାକୁ ଜିଦ୍‌ ଧରିଥିଲେ। ମାତ୍ର ପ୍ରେମିକ ପ୍ରବର ତାଙ୍କୁ ଚିହ୍ନି ନଥିବା କହିବାରୁ ପ୍ରେମିକା ହତବାକ ହୋଇଯାଇଥିଲେ। ସବୁଆଡୁ ନିରାଶ ହେବା ପରେ ଗତକାଲି ରାତିରେ ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକ ପ୍ରବରଙ୍କୁ ଗିରଫ କରିବା ସହିତ ନାବାଳିକାଙ୍କ ବୟାନ ରେକର୍ଡ଼ କରି ଡାକ୍ତରୀମାଇନା ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story