ଚଳନ୍ତା ଟ୍ରେନ୍‌ରେ ପିଟି ହେଲେ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଚଳନ୍ତା ଟ୍ରେନ୍‌ରେ ପିଟି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଟକ ଟାଙ୍ଗୀର କପିଳାସ ରୋଡ୍‌ର ୧୭୩ ନମ୍ବର ଫାଟକ ଆଗରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗୁଆ ତିର୍କି। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ଟ୍ରେନ୍‌ ଆସିବା ପାଇଁ ଗେଟ୍ ପଡ଼ିଥିବା ବେଳେ ଝିପି ଝିପି ବର୍ଷାରେ ରେନ୍ କୋଟ୍‌ ପିନ୍ଧି ଗଙ୍ଗୁଆ ମୋବାଇଲ୍‌ରେ ଗପି ଗପି ଗେଟ୍ ପାର ହୋଇ ରେଳ ଧାରଣା […]

daed

daed

Jitendra Garnayak
  • Published: Tuesday, 13 August 2019
  • Updated: 13 August 2019, 07:45 AM IST

Sports

Latest News

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଚଳନ୍ତା ଟ୍ରେନ୍‌ରେ ପିଟି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଟକ ଟାଙ୍ଗୀର କପିଳାସ ରୋଡ୍‌ର ୧୭୩ ନମ୍ବର ଫାଟକ ଆଗରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ।

ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗୁଆ ତିର୍କି। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

ଟ୍ରେନ୍‌ ଆସିବା ପାଇଁ ଗେଟ୍ ପଡ଼ିଥିବା ବେଳେ ଝିପି ଝିପି ବର୍ଷାରେ ରେନ୍ କୋଟ୍‌ ପିନ୍ଧି ଗଙ୍ଗୁଆ ମୋବାଇଲ୍‌ରେ ଗପି ଗପି ଗେଟ୍ ପାର ହୋଇ ରେଳ ଧାରଣା ପାଖକୁ ଚାଲି ଯାଇଥିଲେ। ଠିକ୍ ସେତିକି ବେଳେ ଏକ ଯାତ୍ରୀବାହୀ ଟ୍ରେନ୍‌ ଆସିଯାଇଥିଲା ଓ ତାଙ୍କୁ ପିଟି ଦେଇଥିଲା। ଫଳରେ ସେ କିଛି ଦୂରକୁ ଛିଟିକି ଯାଇଥିଲେ ଓ ରେଳଧାରଣା କାର୍ଯ୍ୟ ପାଇଁ ଗଦା ହୋଇଥିବା ଲୁହା ଉପରେ ପଡ଼ିଥିଲେ। ଲୁହାରେ ମାଡ଼ ହୋଇ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story