ପିଟି ପିଟି ମାରିବା ପରେ ପୋଡ଼ି ଦେଲେ

<p>ଫୁଲବାଣୀ (ଓଡ଼ିଶା ରିପୋର୍ଟର): ପୁଣି ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବାଡ଼ାବାଙ୍ଗା ଗାଁରେ। ଗାଁର ସୁବାଶ ଚନ୍ଦ୍ର ମାଝୀଙ୍କୁ&nbsp; କିଛି ଲୋକ ପିଟି ପିଟି ହତ୍ୟା କରିବା ପରେ ପାଖ ଜଙ୍ଗଲରେ ପୋଡ଼ି ଦେଇଛନ୍ତି। &nbsp;ଏନେଇ ସୁବାସଙ୍କ ପତ୍ନୀ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି&nbsp; ଦରପୋଡ଼ା ମୃତଦେହକୁ ଜବତ କରିଛି।</p> <p>ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ&nbsp; ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।</p>

Ordigital Desk
  • Published: Saturday, 30 December 2017
  • Updated: 30 December 2017, 09:05 AM IST

Sports

Latest News

<p>ଫୁଲବାଣୀ (ଓଡ଼ିଶା ରିପୋର୍ଟର): ପୁଣି ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବାଡ଼ାବାଙ୍ଗା ଗାଁରେ। ଗାଁର ସୁବାଶ ଚନ୍ଦ୍ର ମାଝୀଙ୍କୁ&nbsp; କିଛି ଲୋକ ପିଟି ପିଟି ହତ୍ୟା କରିବା ପରେ ପାଖ ଜଙ୍ଗଲରେ ପୋଡ଼ି ଦେଇଛନ୍ତି। &nbsp;ଏନେଇ ସୁବାସଙ୍କ ପତ୍ନୀ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି&nbsp; ଦରପୋଡ଼ା ମୃତଦେହକୁ ଜବତ କରିଛି।</p><p>ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ&nbsp; ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos