ଶୋଇଥିବା ଅବସ୍ଥାରେ ପଥରରେ ଛେଚି ହତ୍ୟା

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଶୀଷ ଡ଼ିହି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମତ ହତ୍ୟା କରାଯାଇଛି। ଗ୍ରାମର ସୁଦର୍ଶନ ମୁଣ୍ଡା ନାମକ ବ୍ୟକ୍ତି ନିଜ ଘରର ବାରଣ୍ଡାରେ ରାତିରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ପଥରରେ ଛେଚି ତାଙ୍କୁ ହତ୍ୟା କରିଛି। ଘଟଣା ଘଟିବା ପରେ ଘର ଲୋକ ଉଠି ତୁରନ୍ତ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ ହେଁ, ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ହସ୍ପିଟାଲରେ […]

died

died

Ranjit Kumar Jena
  • Published: Thursday, 15 October 2020
  • Updated: 15 October 2020, 12:59 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଶୀଷ ଡ଼ିହି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମତ ହତ୍ୟା କରାଯାଇଛି। ଗ୍ରାମର ସୁଦର୍ଶନ ମୁଣ୍ଡା ନାମକ ବ୍ୟକ୍ତି ନିଜ ଘରର ବାରଣ୍ଡାରେ ରାତିରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ପଥରରେ ଛେଚି ତାଙ୍କୁ ହତ୍ୟା କରିଛି।

ଘଟଣା ଘଟିବା ପରେ ଘର ଲୋକ ଉଠି ତୁରନ୍ତ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ ହେଁ, ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ। ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story