ଉଦ୍ଧାର କଲେନି ସରକାର, ଜୀବନ ହାରିଲେ ଯୁବକ

ଆଳି(ବନମାଳି ସାହୁ): ଲକଡାଉନ୍ ଯୋଗୁ ଘରକୁ ଫେରି ନପାରି ଜଣେ ଯୁବକ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହରିୟାଣାରେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବାଜପୁର ଗାଁର ଗଙ୍ଗାଧର ବିଶ୍ୱାଳ ନାମକ ଯୁବକ ହରିୟାଣା ଯମୁନାନଗରରେ କାମ କରୁଥିଲେ । ଲକଡାଉନ୍‌ ଯୋଗୁ କମ୍ପାନି ବନ୍ଦ ହୋଇଯାଇଥିଲା । ତେବେ ଏହାପରେ ଘରକୁ ଫେରିବାକୁ ଚେଷ୍ଟା କରି ମଧ୍ୟ ଗଙ୍ଗାଧର ଓ ସାଥୀମାନେ ବିଫଳ ହୋଇଥିଲେ। କମ୍ପାନୀ ଦରମା […]

ali-1--1

ali-1--1

Niharika Rout
  • Published: Wednesday, 13 May 2020
  • Updated: 13 May 2020, 02:04 PM IST

Sports

Latest News

ଆଳି(ବନମାଳି ସାହୁ): ଲକଡାଉନ୍ ଯୋଗୁ ଘରକୁ ଫେରି ନପାରି ଜଣେ ଯୁବକ ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହରିୟାଣାରେ ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବାଜପୁର ଗାଁର ଗଙ୍ଗାଧର ବିଶ୍ୱାଳ ନାମକ ଯୁବକ ହରିୟାଣା ଯମୁନାନଗରରେ କାମ କରୁଥିଲେ । ଲକଡାଉନ୍‌ ଯୋଗୁ କମ୍ପାନି ବନ୍ଦ ହୋଇଯାଇଥିଲା । ତେବେ ଏହାପରେ ଘରକୁ ଫେରିବାକୁ ଚେଷ୍ଟା କରି ମଧ୍ୟ ଗଙ୍ଗାଧର ଓ ସାଥୀମାନେ ବିଫଳ ହୋଇଥିଲେ।

କମ୍ପାନୀ ଦରମା ବନ୍ଦ କରିଦେଇଥିବା ବେଳେ ପାଖରେ ଥିବା ଟଙ୍କା ସରି ଯାଇଥିଲା। ତେଣୁ ଭୋକଉପାସରେ ରହିବାକୁ ବାଧ୍ୟ ହେଉଥିଲେ। ଏପରି ଦୁଃସମୟରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ  ଭିଡିଓ ଯୋଗେ ଆକୁଳ ନିବେଦନ ବି କରିଥିଲେ। ଯେଉଁଥିରେ ସେ କମ୍ପାନି ମାଲିକ ଓ ରାଜ୍ୟ ସରକାର କୌଣସି ପ୍ରକାର ସାହାଯ୍ୟ କରୁନଥିବା କ୍ଷୋଭର ସହ କହିଥିଲେ।

ତୁରନ୍ତ ସେଠାରୁ ଉଦ୍ଧାର କରା ନ ଗଲେ ଆତ୍ମହତ୍ୟା କରିବେ ବୋଲି ସେ ଭିଡିଓରେ କହିଥିଲେ। ହେଲେ ତାଙ୍କୁ ଓ ତାଙ୍କ ସାଥୀମାନଙ୍କୁ ଉଦ୍ଧାର ନିମନ୍ତେ ପ୍ରଶାସନିକ ତତ୍ପରତା ପ୍ରକାଶ ନ ପାଇବାରୁ ସେ ଗତ ରାତିରେ ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ପୁଲିସ୍‌ ପହଞ୍ଚି  ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସରକାରଙ୍କ ଉଦାସୀନତାର ପରିଣାମ ସ୍ୱରୂପ ଗଙ୍ଗାଧର ଆତ୍ମହତ୍ୟା କରିଥିବା ତାଙ୍କ ସାଥୀମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story