ପୁଲିସ୍‌ ଉପସ୍ଥିତିରେ ତହସିଲଦାରଙ୍କୁ ଗାଳିଦେଲେ ଯୁବକ

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୁଲିସ୍‌ ଉପସ୍ଥିତିରେ ତହସିଲଦାରଙ୍କୁ ଗାଳି ଦେଲେ ଯୁବକ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଧାମନଗର ବ୍ଲକ୍‌ କଲୋନୀ ପରିସରରେ ଜଣେ ଯୁବକ ପାଟିତୁଣ୍ଡ କରୁଥିଲେ। ଏନେଇ ଧାମନଗର ତହସିଲଦାର ଦୁର୍ଗା ଚରଣ ମୁର୍ମୁ ପ୍ରତିବାଦ କରିଥିଲେ। ଏହାପରେ ଏହି ଯୁବକ ଜଣକ ତାଙ୍କୁ ଗାଳିଗୁଲଜ କରିଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଧାମନଗର ପୁଲିସ୍‌ର ଉପସ୍ଥିତିରେ ତହସିଲଦାରଙ୍କୁ ଯୁବକ ଜଣକ ଗାଳି ଗୁଲଜ କରିଥିଲା। କିନ୍ତୁ ପୁଲିସ୍‌ […]

bhadrak

bhadrak

Jyoshna Pradhan
  • Published: Friday, 18 October 2019
  • Updated: 18 October 2019, 02:53 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୁଲିସ୍‌ ଉପସ୍ଥିତିରେ ତହସିଲଦାରଙ୍କୁ ଗାଳି ଦେଲେ ଯୁବକ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଧାମନଗର ବ୍ଲକ୍‌ କଲୋନୀ ପରିସରରେ ଜଣେ ଯୁବକ ପାଟିତୁଣ୍ଡ କରୁଥିଲେ। ଏନେଇ ଧାମନଗର ତହସିଲଦାର ଦୁର୍ଗା ଚରଣ ମୁର୍ମୁ ପ୍ରତିବାଦ କରିଥିଲେ। ଏହାପରେ ଏହି ଯୁବକ ଜଣକ ତାଙ୍କୁ ଗାଳିଗୁଲଜ କରିଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଧାମନଗର ପୁଲିସ୍‌ର ଉପସ୍ଥିତିରେ ତହସିଲଦାରଙ୍କୁ ଯୁବକ ଜଣକ ଗାଳି ଗୁଲଜ କରିଥିଲା। କିନ୍ତୁ ପୁଲିସ୍‌ ଦେଖଣାହାରୀ ପାଲଟିଥିଲା। ପୁଲିସ୍‌ ଉକ୍ତ ଯୁବକଙ୍କ ଧରି ନେଇଥିଲା, ହେଲେ ତା’ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଆଜି ତହସିଲଦାର ଧାମନଗର ଥାନାରେ ଉକ୍ତ ଯୁବକଙ୍କ ବିରୋଧରେ ଏତଲା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story