ଝିଆରୀକୁ ଦୁଷ୍କର୍ମ: ବଡ଼ବାପାକୁ ୨୦ ବର୍ଷ ଜେଲ ଦଣ୍ଡ

ନୟାଗଡ଼(ଓଡ଼ିଶା ରିପୋର୍ଟର): ଝିଆରୀକୁ ଦୁଷ୍କର୍ମ କରିଥିବା ବଡ଼ବାପାକୁ ୨୦ ବର୍ଷ  ଜେଲ ଦଣ୍ଡାଦେଶ ହୋଇଛି। ଝିଆରିକୁ ଦୁଷ୍କର୍ମ କରିବାରେ ସହଯୋଗ କରିଥିବା ବଡ଼ମାଆକୁ ୩ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇଛି। ବଡ଼ବାପାକୁ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଓ ବଡ଼ମାଆକୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଆଜି ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ମୁଦାଲାମାନଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି ନୟାଗଡ଼ ଫାର୍ଷ୍ଟ ଟ୍ରାକ ପୋକ୍ସୋ କୋର୍ଟ […]

Jail

Jail

Niranjan Mishra
  • Published: Wednesday, 06 July 2022
  • Updated: 06 July 2022, 07:56 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର): ଝିଆରୀକୁ ଦୁଷ୍କର୍ମ କରିଥିବା ବଡ଼ବାପାକୁ ୨୦ ବର୍ଷ  ଜେଲ ଦଣ୍ଡାଦେଶ ହୋଇଛି। ଝିଆରିକୁ ଦୁଷ୍କର୍ମ କରିବାରେ ସହଯୋଗ କରିଥିବା ବଡ଼ମାଆକୁ ୩ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇଛି। ବଡ଼ବାପାକୁ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଓ ବଡ଼ମାଆକୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଆଜି ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ମୁଦାଲାମାନଙ୍କୁ ଦୋଷୀ ବୋଲି ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି ନୟାଗଡ଼ ଫାର୍ଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଜଜ୍‌ ବିରଞ୍ଚି କୁମାର ରଥ ।

ଏଥିସହ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ପ୍ରାଧିକାରଣ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଗତ ୨୦୧୯ ମସିହାରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଇକିରି ଗାଁରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ l ନିଜ ଝିଆରୀକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ବଡ଼ ବାପା ଭିକାରି ଜେନା। ଏଥିରେ ସହଯୋଗ କରିଥିଲା ତାଙ୍କ ପତ୍ନୀ ପ୍ରମିଳା ଜେନା l ଏନେଇ ଇଟାମାଟି ଥାନାରେ ୨୦୧୯ ମସିହାରେ ଏକ ମାମଲା ରୁଜୁ ହୋଇଥିଲା। ନୟାଗଡ଼ ଫାର୍ଷ୍ଟ ଟ୍ରାକ କୋର୍ଟରେ ଏହାର ବିଚାର ଚାଲିଥିଲା। ପୀଡିତାଙ୍କ ପକ୍ଷରୁ ମାମଲା ଲଢୁଥିଲେ ସରକାରୀ ଓକିଲ ଅମୀୟ ପଟ୍ଟନାୟକ l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story