ଦୁଷ୍କର୍ମ ଉଦ୍ୟମ କରି ପିଉସୀଙ୍କ ଗଳା କାଟି ହତ୍ୟା କଲା ପୁତୁରା!

ବୌଦ୍ଧ(ଭାର୍ଜନ ପ୍ରଧାନ): ସମ୍ପର୍କୀୟ ପିଉସୀଙ୍କୁ ଏକତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ସମ୍ପର୍କୀୟ ପୁତୁରା! ଆଉ ସେଥିରେ ବିଫଳ ହେବା ପରେ ଉତ୍‌କ୍ଷିପ୍ତ ହୋଇ ସେ ପିଉସୀଙ୍କ ଗଳା କାଟି ହତ୍ୟା କରିଛି। ଗତକାଲି ରାତିରେ ଏପରି ହୃଦୟବିଦାରକ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ […]

rape

rape

Manoranjan Sial
  • Published: Monday, 01 July 2019
  • Updated: 01 July 2019, 04:16 PM IST

Sports

Latest News

ବୌଦ୍ଧ(ଭାର୍ଜନ ପ୍ରଧାନ): ସମ୍ପର୍କୀୟ ପିଉସୀଙ୍କୁ ଏକତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ସମ୍ପର୍କୀୟ ପୁତୁରା! ଆଉ ସେଥିରେ ବିଫଳ ହେବା ପରେ ଉତ୍‌କ୍ଷିପ୍ତ ହୋଇ ସେ ପିଉସୀଙ୍କ ଗଳା କାଟି ହତ୍ୟା କରିଛି। ଗତକାଲି ରାତିରେ ଏପରି ହୃଦୟବିଦାରକ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। କଣ୍ଟାମାଳ ଥାନା ଅଞ୍ଚଳର ୨୨ ବର୍ଷୀୟ ଯୁବତୀ ହେମା (ଛଦ୍ମନାମ)ଙ୍କୁ ତାଙ୍କ ସମ୍ପର୍କୀୟ ପୁତୁରା ଏକ ତରଫା ଭଲ ପାଉଥିଲେ। ଏପରିକି ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ଯାହାକୁ ହେମା ବିରୋଧ କରୁଥିଲେ। ଗତ ଦୁଇ ଦିନ ତଳେ ଯୁବକ ଜଣକ ପୁଣି ପ୍ରେମ ନିବେଦନ କରି ନିରାଶ ହୋଇଥିଲେ।

ତେବେ ଗତକାଲି ରାତି ପ୍ରାୟ ୧୧ରୁ ୧୨ଟା ସମୟରେ ପିଉସୀଙ୍କ ଘରେ ସମସ୍ତେ ଶୋଇ ପଡ଼ିଥିଲେ। ହେମା ମଧ୍ୟ ତାଙ୍କ ରୁମ୍‌ରେ ଶୋଇଥିଲେ। ଏହି ସମୟରେ ଯୁବକ ଜଣ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ହେମା ବିରୋଧ କରିବାରୁ ଉଦ୍ଭ୍ରାନ୍ତ ଯୁବକ ଏକ ଧାରୁଆ ଛୁରିରେ ତାଙ୍କ ବେକ କାଟି ଦେଇଥିଲେ। ଚିତ୍କାର ଶୁଣି ପରିବାର ଲୋକେ ଉଠି ପଡ଼ିବାରୁ ସେ ଫେରାର ହୋଇଯାଇଥିଲେ।

ପରିବାର ଲୋକେ ହେମାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ସୋନପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଣ୍ଟାମାଳ ପୁଲିସ ଘଟଣା ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ହତାଶିଆ ପ୍ରେମିକ ଫେରାର୍‌ ହୋଇଯାଇଛି। ପୁଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story