ଯୁବକଙ୍କ ମୃତଦେହ ଉଦ୍ଧାର; ଅପହରଣ ପରେ ହତ୍ୟା ସନ୍ଦେହ

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ତଡ଼ୁଆବାହାଳ କେନାଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ସଞ୍ଜୟ ସାହୁ। ସେ ପର୍ଶଳାରେ  କବାଡ଼ି ବ୍ୟବସାୟ କରୁଥିଲେ। ଗତ ତିନି ଦିନ ତଳେ ତାଙ୍କୁ ପର୍ଶଳାରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  କେନ୍ଦୁଝରରୁ ସାଇଣ୍ଟିଫିକ୍‌ ଟିମ୍‌ ଯିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

deadbody

deadbody

Jyoshna Pradhan
  • Published: Saturday, 17 August 2019
  • Updated: 17 August 2019, 12:29 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ତଡ଼ୁଆବାହାଳ କେନାଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ସଞ୍ଜୟ ସାହୁ। ସେ ପର୍ଶଳାରେ  କବାଡ଼ି ବ୍ୟବସାୟ କରୁଥିଲେ।

ଗତ ତିନି ଦିନ ତଳେ ତାଙ୍କୁ ପର୍ଶଳାରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  କେନ୍ଦୁଝରରୁ ସାଇଣ୍ଟିଫିକ୍‌ ଟିମ୍‌ ଯିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos