ବାଇକ୍‌ରେ ମାମୁ ଘରକୁ ଯାଉଥିଲେ, ଛାତିରେ ବାଜିଲା ଗୁଳି

ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବଳରାମ ସାହୁ। ତାଙ୍କ ଛାତିରେ ଗୁଳି ବାଜିଛି। ବଳରାମଙ୍କୁ ପ୍ରଥମେ ଟିଟିପିଏସ୍‌ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ୱପଳାସ ଗାଁର ବଳରାମ ସାହୁ ତାଙ୍କ ଦୁଇ ଭାଇଙ୍କ […]

80

80

Jitendra Garnayak
  • Published: Sunday, 11 November 2018
  • Updated: 11 November 2018, 09:19 AM IST

ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବଳରାମ ସାହୁ। ତାଙ୍କ ଛାତିରେ ଗୁଳି ବାଜିଛି।

ବଳରାମଙ୍କୁ ପ୍ରଥମେ ଟିଟିପିଏସ୍‌ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

injuryସୂଚନା ଅନୁସାରେ, ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ୱପଳାସ ଗାଁର ବଳରାମ ସାହୁ ତାଙ୍କ ଦୁଇ ଭାଇଙ୍କ ସହ ଏକ ବାଇକ୍‌ ଯୋଗେ ମାମୁ ଘର ନୂଆଗାଁକୁ ଯାଉଥିଲେ। ଏହି ସମୟରେ ସନ୍ଥପଡ଼ା ଗାଁ ନିକଟରେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story