ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼

ଟିଟିଲାଗଡ଼ (ମାନସ ମହାନ୍ତି): ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଘଟି ଯାଇଛି ଏମିତି ଏକ ଘଟଣା। ବ୍ୟାଙ୍କ ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ମଙ୍କି କ୍ୟାପ୍ ପିନ୍ଧି ବ୍ୟାଙ୍କକୁ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନେ ନୂଆ ଆକାଉଣ୍ଟ […]

gun1

gun1

Jitendra Garnayak
  • Published: Friday, 21 December 2018
  • Updated: 21 December 2018, 10:26 PM IST

Sports

Latest News

ଟିଟିଲାଗଡ଼ (ମାନସ ମହାନ୍ତି): ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଘଟି ଯାଇଛି ଏମିତି ଏକ ଘଟଣା।

ବ୍ୟାଙ୍କ ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ମଙ୍କି କ୍ୟାପ୍ ପିନ୍ଧି ବ୍ୟାଙ୍କକୁ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନେ ନୂଆ ଆକାଉଣ୍ଟ ଖୋଲିବେ ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ ଓ ତା’ପରେ ହଠାତ୍ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।

ଲୁଟ୍‌ ଉଦ୍ଦେଶ୍ୟରେ ଦୁଇ ଦୁର୍ବୃତ୍ତ ବ୍ୟାଙ୍କରେ ପଶିଥିବା କୁହାଯାଉଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି, ତାହା ଜଣାପଡ଼ି ନାହିଁ।

ଲୁଟ୍ ଉଦ୍ଦେଶ୍ୟ ରଖି ଏହି ଗୁଳିକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି, ତାହା ବି ସ୍ପଷ୍ଟ ହୋଇନି।

https://youtu.be/Ig0GP3Ou0Do

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story