ମାଲକାନଗିରିରେ ଲଗାଣ ବର୍ଷା; ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ତିନି ଦିନ ହେଲା ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଫଳରେ ବନ୍ୟାସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ଭିତରେ ଜିଲ୍ଲାରେ ହାରାହାରି ୧୧୬.୮୦ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମାଲକାନଗିରି ବ୍ଲକ୍‌ରେ ୧୪୭.୬ ମିମି ବର୍ଷା ହୋଇଥିବା ବେଳେ ମାଥିଲିରେ ୧୪୮ମିମି, ଖଇରପୁଟରେ ୧୨୫ମିମି, କେ.ଗୁମ୍ମାରେ ୧୦୦ ମିମି, କରୁକୁଣ୍ଡାରେ ୧୫୭ ମିମି, କାଲିମେଳା ୬୩ ମିମି ଓ ପଡ଼ିଆରେ ୭୭ ମିମି ବର୍ଷା ହୋଇଥିବା […]

malkangiri

malkangiri

Jyoshna Pradhan
  • Published: Monday, 29 July 2019
  • Updated: 29 July 2019, 09:40 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ତିନି ଦିନ ହେଲା ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି। ଫଳରେ ବନ୍ୟାସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ଭିତରେ ଜିଲ୍ଲାରେ ହାରାହାରି ୧୧୬.୮୦ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମାଲକାନଗିରି ବ୍ଲକ୍‌ରେ ୧୪୭.୬ ମିମି ବର୍ଷା ହୋଇଥିବା ବେଳେ ମାଥିଲିରେ ୧୪୮ମିମି, ଖଇରପୁଟରେ ୧୨୫ମିମି, କେ.ଗୁମ୍ମାରେ ୧୦୦ ମିମି, କରୁକୁଣ୍ଡାରେ ୧୫୭ ମିମି, କାଲିମେଳା ୬୩ ମିମି ଓ ପଡ଼ିଆରେ ୭୭ ମିମି ବର୍ଷା ହୋଇଥିବା ରକେର୍ଡ କରାଯାଇଛି।

ଏଥିଯୋଗୁ ଜିଲ୍ଲାର ସମସ୍ତ ଛୋଟ ଓ ବଡ଼ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଲଗାଣ ବର୍ଷା ଯୋଗୁ ପୋଟେରୁ, କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍‌ଭି ୯୦ ଓ କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ତେଣୁ ମାଲକାନଗିରି-କାଲିମେଳା, କାଲିମେଳା-ପଡିଆ, କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ପୋଲ ଉପରେ ପାଣି ପ୍ରଭାବିତ ହେଉଥିବାରୁ  ଉଭୟ ପଟେ ଗାଡ଼ି ମୋଟର ଅଟକି ରହିଛି। ଏହା ସହିତ ଜିଲ୍ଲାର ଆହୁରି ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ତେବେ ଆଗକୁ ବର୍ଷା ଲାଗି ରହିଲେ ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story