ଦିଲ୍ଲୀ ପୁଲିସ୍‌ ଆକ୍ରମଣକୁ ଲାଲବାହିନୀର ନିନ୍ଦା

ବାଲିଗୁଡ଼ା(ଅଜିତ ନାୟକ): ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଉପରେ ଦିଲ୍ଲୀ ପୁଲିସ୍‌ର ଆକ୍ରମଣକୁ ନିନ୍ଦା କରିଛି ଲାଲବାହିନୀ । ଏଥିସହ  ବିଜେପି ସରକାରଙ୍କ ନାଗରିକ ସଂଶୋଧନ ଆଇନକୁ ମଧ୍ୟ ବିରୋଧ କରିଛି। କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଲାଗିଥିବା ମାଓ ବ୍ୟାନର ଓ ପୋଷ୍ଟରରେ ଏ ସବୁ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ପଦକ୍ଷେପକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି ମାଓବାଦୀ । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ କୋଟଗଡ ଥାନା ରେଟାବାଲି ମୁଖ୍ୟ ରାସ୍ତାରେ ମାଓବାଦୀ […]

baliguda-2-1

Niharika Rout
  • Published: Wednesday, 18 December 2019
  • , Updated: 18 December 2019, 01:11 PM IST

ବାଲିଗୁଡ଼ା(ଅଜିତ ନାୟକ): ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଉପରେ ଦିଲ୍ଲୀ ପୁଲିସ୍‌ର ଆକ୍ରମଣକୁ ନିନ୍ଦା କରିଛି ଲାଲବାହିନୀ । ଏଥିସହ  ବିଜେପି ସରକାରଙ୍କ ନାଗରିକ ସଂଶୋଧନ ଆଇନକୁ ମଧ୍ୟ ବିରୋଧ କରିଛି। କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଲାଗିଥିବା ମାଓ ବ୍ୟାନର ଓ ପୋଷ୍ଟରରେ ଏ ସବୁ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ପଦକ୍ଷେପକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି ମାଓବାଦୀ ।

ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ କୋଟଗଡ ଥାନା ରେଟାବାଲି ମୁଖ୍ୟ ରାସ୍ତାରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।  ମାଓବାଦୀଙ୍କ ଦ୍ୱାରା ପୁଣି ଥରେ ମାଓ ବ୍ୟାନର ଓ ପୋଷ୍ଟର ଲାଗିବା ଫଳରେ କୋଟଗଡ - ମୁନିଗୁଡା ମୁଖ୍ୟ ରାସ୍ତା ସମେତ ଆଖପାଖ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି।

Related story