ସହିଦ ସପ୍ତାହ ପାଳନକୁ ବିରୋଧ, ବିଭିନ୍ନ ସ୍ଥାନରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

<p>ଲମତାପୁଟ: ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ କରି କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।&nbsp; ମାଓବାଦୀଙ୍କ ସହିଦ ସପ୍ତାହ ଓ ମାଓ ସଙ୍ଗଠନକୁ ବିରୋଧ କରି କୋରାପୁଟ ଯୁବ ଜାଗରଣ ସମିତି ନାଁରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।&nbsp; ମାଓବାଦୀମାନେ ନିରୀହ ଲୋକଙ୍କୁ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।&nbsp; ଏଥିସହ ୭ ବର୍ଷରେ ୫୮ଜଣ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ଲେଖାଅଛି।&nbsp; &nbsp;ପୋଲିସ୍&zwnj; ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।</p>

Ordigital Desk
  • Published: Friday, 28 July 2017
  • Updated: 28 July 2017, 11:29 AM IST

Sports

Latest News

<p>ଲମତାପୁଟ: ମାଓବାଦୀଙ୍କ ସହିଦ ସପ୍ତାହକୁ ବିରୋଧ କରି କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।&nbsp; ମାଓବାଦୀଙ୍କ ସହିଦ ସପ୍ତାହ ଓ ମାଓ ସଙ୍ଗଠନକୁ ବିରୋଧ କରି କୋରାପୁଟ ଯୁବ ଜାଗରଣ ସମିତି ନାଁରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।&nbsp; ମାଓବାଦୀମାନେ ନିରୀହ ଲୋକଙ୍କୁ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।&nbsp; ଏଥିସହ ୭ ବର୍ଷରେ ୫୮ଜଣ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ଲେଖାଅଛି।&nbsp; &nbsp;ପୋଲିସ୍&zwnj; ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos