ଗଂଜେଇ ଚାଷ ନେଇ ଛକରେ ଲାଗିଛି ମାଓ ପୋଷ୍ଟର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଗଂଜେଇ ଚାଷକୁ ନେଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା-ଶଗଡ଼ା ରାସ୍ତାର ପାଣ୍ଡିରିପଡ଼ା ଛକରେ ଲାଗିଛି ମାଓ ପୋଷ୍ଟର। ଆଜି ସକାଳୁ ଏକ ଦୋକାନ କାନ୍ଥରେ ଏହି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କେକେବିଏନ୍ ଡିଭିଜନାଲ କମିଟି, ଭକପା( ମାଓବାଦୀ) ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଏହି ପୋଷ୍ଟରରୁ ଜଣାପଡ଼ିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ସରକାର, ପ୍ରଶାସନ ଓ ପୁଲିସ ସହାୟତାରେ ଗଂଜେଇ […]

Mao-poster

Mao-poster

Niranjan Mishra
  • Published: Wednesday, 20 July 2022
  • Updated: 20 July 2022, 01:09 PM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଗଂଜେଇ ଚାଷକୁ ନେଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା-ଶଗଡ଼ା ରାସ୍ତାର ପାଣ୍ଡିରିପଡ଼ା ଛକରେ ଲାଗିଛି ମାଓ ପୋଷ୍ଟର। ଆଜି ସକାଳୁ ଏକ ଦୋକାନ କାନ୍ଥରେ ଏହି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

କେକେବିଏନ୍ ଡିଭିଜନାଲ କମିଟି, ଭକପା( ମାଓବାଦୀ) ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଏହି ପୋଷ୍ଟରରୁ ଜଣାପଡ଼ିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ସରକାର, ପ୍ରଶାସନ ଓ ପୁଲିସ ସହାୟତାରେ ଗଂଜେଇ ମାଫିଆଙ୍କ ଦ୍ୱାରା ଗଂଜେଇ ଚାଷ ବନ୍ଦ କରାଯାଉ। ଜଣେ ଗଂଜେଇ ଚାଷୀ ୨ ଶହରୁ ଅଧିକ ଗାତ କରିପାରିବ ନାହିଁ। ଗଂଜେଇ ବେପାରୀ ନାମରେ ପୁଲିସକୁ ଖବର ଦେବା ବନ୍ଦ କର।

ଗଂଜେଇ ଚାଷ ପାଇଁ ଯିଏ ଜମି ଦେଉଛି, ତାଠାରୁ ଫାଇନ୍ ଆଦାୟ କର। ଗଂଜେଇ ଚାଷ ପାଇଁ ବାହାର ଲୋକଙ୍କୁ ଜମି ଦିଅନ୍ତୁ ନାହିଁ। ଫାଇନ୍ ନେଇ ଗଂଜେଇ ଚାଷ ନଷ୍ଟ କରୁଥିବା ପୁଲିସକୁ ସେହି ଅଞ୍ଚଳରୁ ତଡ଼ିବାକୁ ମଧ୍ୟ ଏହି ପୋଷ୍ଟରରେ ଆହ୍ୱାନ ଦିଆଯାଇଛି। ପ୍ରକୃତରେ ଏହି ପୋଷ୍ଟରଟି ମାଓବାଦୀ ଲଗାଇଛନ୍ତି ନା ଆଉ କିଏ ଲଗାଇଛି, ତାର ତଦନ୍ତ କରୁଛି ମନମୁଣ୍ଡା ପୁଲିସ।

ସୂଚନା ଥାଉକି, ଗତବର୍ଷ ଜୁଲାଇ ମାସରେ କଂଟାମାଳ ଥାନା ଉମା ପଂଚାୟତରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ଗୁଳି ବିନିମୟ ହୋଇଥିଲା । ସେହିଭଳି ଗତ ଏକମାସ ତଳେ କଂଟାମାଳ ଏବଂ ବାଲିଗୁଡା ସୀମାନ୍ତରେ ମଧ୍ୟ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏଣୁ ଆଜିର ଏହି ପୋଷ୍ଟର ଲାଗିବା ଲୋକଙ୍କମନରେ ଭୟର ସଂଚାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story