ମାଟ୍ରିକ୍‌ ଛାତ୍ରୀ ରଶ୍ମିତା ଆତ୍ମହତ୍ୟା ଘଟଣା: ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ୍‌ଙ୍କ ନୋଟିସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ରଶ୍ମିତା ସାହୁ ଆତ୍ମହତ୍ୟା ମାମଲାରେ ସୋମବାର ରାଜ୍ୟ ସରକାରଙ୍କୁ ଜାତୀୟ ମାନବିକ ଅଧିକାର କମିଶନଙ୍କ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି। କାହିଁକି ତାଙ୍କ ପରିବାରବର୍ଗଙ୍କୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବନାହିଁ, ସେ ନେଇ ମାନବିକ ଅଧିକାର କମିଶନ ରାଜ୍ୟ ସରକାରଙ୍କଚ ପ୍ରଶ୍ନ କରିଛନ୍ତି। ଏ ନେଇ ଜବାବ ଦେବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନୋଟିଟ ଜାରି କରିଛନ୍ତି କମିଶନ ସଦସ୍ୟ ଜଷ୍ଟିସ […]

final-nhrc.jpg-newsx

final-nhrc.jpg-newsx

Rakesh Mallick
  • Published: Monday, 08 February 2016
  • Updated: 08 February 2016, 03:44 PM IST

Sports

Latest News

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ରଶ୍ମିତା ସାହୁ ଆତ୍ମହତ୍ୟା ମାମଲାରେ ସୋମବାର ରାଜ୍ୟ ସରକାରଙ୍କୁ ଜାତୀୟ ମାନବିକ ଅଧିକାର କମିଶନଙ୍କ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି। କାହିଁକି ତାଙ୍କ ପରିବାରବର୍ଗଙ୍କୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବନାହିଁ, ସେ ନେଇ ମାନବିକ ଅଧିକାର କମିଶନ ରାଜ୍ୟ ସରକାରଙ୍କଚ ପ୍ରଶ୍ନ କରିଛନ୍ତି। ଏ ନେଇ ଜବାବ ଦେବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନୋଟିଟ ଜାରି କରିଛନ୍ତି କମିଶନ ସଦସ୍ୟ ଜଷ୍ଟିସ ଡି.ମୁଗେସନ। ୬ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ ସେ ନୋଟିସରେ ଉଲ୍ଲେଖ କରିଛନ୍ତି। ବୋର୍ଡ ଅଧିକାରୀଙ୍କ ଅବହେଳା ଯୋଗୁଁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ଅନୁଭବ କରିଛନ୍ତି କମିଶନ ସଦସ୍ୟ।

୨୦୧୪ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଖରାପ ପ୍ରଦର୍ଶନ ପରେ ସେହିବର୍ଷ ମେ’ ୧ରେ ଖୋର୍ଦ୍ଧା ସହର ନିକଟ ଭାଲିଆବାଡି ଗାଁର ରଶ୍ମିତା ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story