ମାୟାଧର ପ୍ରଧାନ ହତ୍ୟା ମାମଲାରେ ୨ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ପୋଲିସ୍‌ର ସ୍ପେଶାଲ ସ୍କ୍ୱାଡ ମାୟାଧର ପ୍ରଧାନ ହତ୍ୟା ମାମଲାରେ ୨ ଅଭିଯୁକ୍ତକୁ  ଗିରଫ କରିଛି। ସେମାନେ ହେଲେ ରଞ୍ଜନ ବେହେରା ଓ ଅମ୍ବଜ ଦାସ। ପଞ୍ଚାୟତ ନିର୍ବାଚନ ବିବାଦକୁ ନେଇ ଢେଙ୍କାନାଳ ଜିଲ୍ଲା ଗଁଦିଆରେ ହୋଲି ଦିନ ମାୟାଧର ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ମାୟାଧରଙ୍କ ଭାଇ ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକ ଥିଲେ। ପଞ୍ଚାୟତ ନିର୍ବାଚନ ବେଳେ ତାଙ୍କର ଅନ୍ୟ ଏକ ଗୋଷ୍ଠୀ ସହ ତିକ୍ତତା ସୃଷ୍ଟି ହୋଇଥିଲା। ଏନେଇ ମାୟାଧର ତାଙ୍କ ଭାଇଙ୍କ […]

ranjan

Rakesh Mallick
  • Published: Sunday, 19 March 2017
  • , Updated: 19 March 2017, 02:49 PM IST

ଢେଙ୍କାନାଳ: ଢେଙ୍କାନାଳ ପୋଲିସ୍‌ର ସ୍ପେଶାଲ ସ୍କ୍ୱାଡ ମାୟାଧର ପ୍ରଧାନ ହତ୍ୟା ମାମଲାରେ ୨ ଅଭିଯୁକ୍ତକୁ  ଗିରଫ କରିଛି। ସେମାନେ ହେଲେ ରଞ୍ଜନ ବେହେରା ଓ ଅମ୍ବଜ ଦାସ।

ପଞ୍ଚାୟତ ନିର୍ବାଚନ ବିବାଦକୁ ନେଇ ଢେଙ୍କାନାଳ ଜିଲ୍ଲା ଗଁଦିଆରେ ହୋଲି ଦିନ ମାୟାଧର ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ମାୟାଧରଙ୍କ ଭାଇ ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକ ଥିଲେ। ପଞ୍ଚାୟତ ନିର୍ବାଚନ ବେଳେ ତାଙ୍କର ଅନ୍ୟ ଏକ ଗୋଷ୍ଠୀ ସହ ତିକ୍ତତା ସୃଷ୍ଟି ହୋଇଥିଲା। ଏନେଇ ମାୟାଧର ତାଙ୍କ ଭାଇଙ୍କ ସହ ଥାନାରେ ଏତଲା ଦେବାକୁ ଯାଇଥିଲେ। କୋଶେଇଦା ଛକରେ ମାୟାଧରଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିଲା।

Related story