ମୟୂରଭଞ୍ଜ : ବସ୍ ଓଲଟି ୧୦ ଯାତ୍ରୀ ଆହତ

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ଘଟିଛି। ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। କଲିକତାରୁ ଅନୁଗୁଳ ଆସୁଥିବା ବୃନ୍ଦାବନ ବିହାରୀ ନାମକ ଯାତ୍ରୀବାହୀ ବସଟା ଆଜି ସକାଳେ କେରକେରାଠାରେ ଭାରସାମ୍ୟ ହରାଇ  ଓଲଟି ପଡ଼ିଥିଲା।

b

Rakesh Mallick
  • Published: Monday, 10 August 2015
  • , Updated: 10 August 2015, 08:27 AM IST

Related story