କୁନ୍ଦୁଲି ପୀଡ଼ିତାଙ୍କୁ ଅଧିକ ଚିକିତ୍ସା କରାଯିବ ନାଁ ନାହିଁ ସୋମବାର ହେବ ନିଷ୍ପତ୍ତି

<p>କଟକ: କୁନ୍ଦୁଲି ପୀଡ଼ିତାଙ୍କୁ ଏସ୍&zwnj;ସିବିରେ ଅଧିକ ଚିକିତ୍ସା କରାଯିବ ନାଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ସେ ନେଇ ଆସନ୍ତାକାଲି ନିଷ୍ପତ୍ତି ନେବ ମେଡିକାଲ ବୋର୍ଡ। କୁନ୍ଦୁଲି ପୀଡ଼ିତାଙ୍କ ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର ମେଡିକାଲ ବୋର୍ଡର ବୈଠକ ଆସନ୍ତାକାଲି ବସିବ। ତାଙ୍କୁ ଡିସଚାର୍ଜ କରାଯିବ ନା ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡର ଆବାହକ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କୁ ଘରକୁ ନେବା ପାଇଁ ତାଙ୍କ ପରିବାର ଲୋକେ ଜିଦ୍&zwnj;ରେ ଅଟଳ ଅଛନ୍ତି । ଏପରିକି ମେଡିକାଲ କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ଛାଡୁନଥିବା ଅଭିଯୋଗ କରି ତାଙ୍କ ପରିବାର ଲୋକେ ଗତକାଲି ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।</p> <p>ଝିଅର ମାନସିକ ଅବସ୍ଥା ଠିକ୍ ଥିଲେ ବି ତାଙ୍କୁ ଜାଣିଶୁଣି ମାନସିକ ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଉଥିବା ପୀଡ଼ିତାଙ୍କ ମାଆ କହିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କୁ ହସ୍ପିଟାଲରୁ ନ ଛାଡ଼ିବା ଯାଏଁ ମେଡିକାଲ ଆଗରେ ଧାରଣା ଜାରି ରହିବ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 08:51 AM IST
<p>କଟକ: କୁନ୍ଦୁଲି ପୀଡ଼ିତାଙ୍କୁ ଏସ୍&zwnj;ସିବିରେ ଅଧିକ ଚିକିତ୍ସା କରାଯିବ ନାଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ସେ ନେଇ ଆସନ୍ତାକାଲି ନିଷ୍ପତ୍ତି ନେବ ମେଡିକାଲ ବୋର୍ଡ। କୁନ୍ଦୁଲି ପୀଡ଼ିତାଙ୍କ ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର ମେଡିକାଲ ବୋର୍ଡର ବୈଠକ ଆସନ୍ତାକାଲି ବସିବ। ତାଙ୍କୁ ଡିସଚାର୍ଜ କରାଯିବ ନା ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡର ଆବାହକ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ପୀଡ଼ିତାଙ୍କୁ ଘରକୁ ନେବା ପାଇଁ ତାଙ୍କ ପରିବାର ଲୋକେ ଜିଦ୍&zwnj;ରେ ଅଟଳ ଅଛନ୍ତି । ଏପରିକି ମେଡିକାଲ କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ଛାଡୁନଥିବା ଅଭିଯୋଗ କରି ତାଙ୍କ ପରିବାର ଲୋକେ ଗତକାଲି ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ।</p><p>ଝିଅର ମାନସିକ ଅବସ୍ଥା ଠିକ୍ ଥିଲେ ବି ତାଙ୍କୁ ଜାଣିଶୁଣି ମାନସିକ ରୋଗ ବିଭାଗକୁ ସ୍ଥାନାନ୍ତର କରାଯାଉଥିବା ପୀଡ଼ିତାଙ୍କ ମାଆ କହିଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କୁ ହସ୍ପିଟାଲରୁ ନ ଛାଡ଼ିବା ଯାଏଁ ମେଡିକାଲ ଆଗରେ ଧାରଣା ଜାରି ରହିବ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos