ଚିକିତ୍ସାରେ ଅବହେଳା ଯୋଗୁଁ ଆଖି ବୁଜିଲେ ଗର୍ଭବତୀ, ମୃତ ଦେହକୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରଖି ଆନ୍ଦୋଳନ

ବାରିପଦା(ଓଡ଼ିଶା ରିପୋର୍ଟର):ଚିକିତ୍ସାରେ ଅବହେଳା ଯୋଗୁଁ ଗର୍ଭରେ ଥିବା ଯାଁଆଳା ଶିଶୁ ସହ ଆଖି ବୁଜିଲେ ମହିଳା। ତେବେ ମୃତ୍ୟୁର ୨୪ ଘଣ୍ଟା ଭିତରେ ଶବ ବ୍ୟବଚ୍ଛେଦ ନହେବା ଏବଂ ମେଡିକାଲ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ଉତ୍ତେଜନା ଦେଖାଦେଇଛି। ନ୍ୟାୟ ପାଇଁ ଦାବି କରି ଶେଷରେ ପରିବାର ଲୋକେ ଶବକୁ  କାନ୍ଧରେ ବୋହି ଜିଲ୍ଲାପାଳଙ୍କ ଅଫିସକୁ ନେଇ ଆନ୍ଦୋଳନ କରିଥିଲେ। ମୟୁରଭଞ୍ଜର ଖୁଣ୍ଟା ଥାନା ଗୋପବନ୍ଧୁନଗର ବ୍ଲକରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଧୀନ […]

h-90

h-90

Tapas Behera
  • Published: Friday, 14 June 2019
  • Updated: 14 June 2019, 05:07 PM IST

ବାରିପଦା(ଓଡ଼ିଶା ରିପୋର୍ଟର):ଚିକିତ୍ସାରେ ଅବହେଳା ଯୋଗୁଁ ଗର୍ଭରେ ଥିବା ଯାଁଆଳା ଶିଶୁ ସହ ଆଖି ବୁଜିଲେ ମହିଳା। ତେବେ ମୃତ୍ୟୁର ୨୪ ଘଣ୍ଟା ଭିତରେ ଶବ ବ୍ୟବଚ୍ଛେଦ ନହେବା ଏବଂ ମେଡିକାଲ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ଉତ୍ତେଜନା ଦେଖାଦେଇଛି। ନ୍ୟାୟ ପାଇଁ ଦାବି କରି ଶେଷରେ ପରିବାର ଲୋକେ ଶବକୁ  କାନ୍ଧରେ ବୋହି ଜିଲ୍ଲାପାଳଙ୍କ ଅଫିସକୁ ନେଇ ଆନ୍ଦୋଳନ କରିଥିଲେ। ମୟୁରଭଞ୍ଜର ଖୁଣ୍ଟା ଥାନା ଗୋପବନ୍ଧୁନଗର ବ୍ଲକରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଧୀନ ଗୋପବନ୍ଧୁ ନଗର ବ୍ଲକ ଘଣ୍ଟାଶିଳା ଗ୍ରାମର ଦାଶରଥୀ ମୁର୍ମୁଙ୍କ ସ୍ତ୍ରୀ ବାଙ୍ଗି ମୁର୍ମୁ ଗର୍ଭବତୀ ଥିଲେ। ଗତକାଲି  ଗର୍ଭଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଡାକ୍ତରଙ୍କ ଅବହେଳା ଯୋଗୁଁ  ପ୍ରସୂତି ଏବଂ ତାଙ୍କ ଯାଆଁଳା ଶିଶୁ ଦୁଇଟିର ମୃତ୍ୟୁ ଘଟିଥିଲା। ଏନେଇ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ବାରିପଦା ପିଆରଏମ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା। ତେବେ ଏହାରି ଭିତରେ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ କରାଯାଇ ନଥିଲା। ଆଜି ଦିନ ୧୨ଟାରେ ପୋଷ୍ଟମୋର୍ଟମ ପରେ କାନ୍ଧରେ ମୃତ ଶରୀରକୁ ବୋହି ଘର ଲୋକେ ପିଆରଏମ ମେଡିକାଲରୁ ମୟୁଭରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଫିସ ପର୍ଯ୍ୟନ୍ତ ଆଣି ଧାରଣାରେ ବସିଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବିତ ଏବଂ  ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story