ରାତି ଅଧରେ ୩ ମହଲାରୁ ଡେଇଁ ପଡ଼ିଲେ ମେଡିକାଲ ଛାତ୍ରୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର) ବୁର୍ଲା ଭୀମସାରରେ ଘଟିଛି ଅଭାବନୀୟ ଘଟଣା । ଛାତରୁ ଡେଇଁ ଗୁରୁତର ହୋଇଛନ୍ତି ମେଡିକାଲ ଛାତ୍ରୀ  । ଗୁରୁତର ହୋଇଥିବା ଛାତ୍ରୀଜଣକ ପ୍ରଥମବର୍ଷ  MBBS ଛାତ୍ରୀ  ହୋଇଥିବା ବେଳେ ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଛାତ୍ରୀଜଣକ ଛାତ୍ରୀ ନିବାସର ୩ ତାଲା ଛାତରୁ ଡେଇଁ ପଡ଼ିଥିଲେ। ଜୋରରେ ଶବ୍ଦ ଶୁଣି ହଷ୍ଟେଲର ଅନ୍ୟଛାତ୍ରୀ ମାନେ ପହଞ୍ଚିଥିଲେ  । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ବୁର୍ଲା ପୁଲିସ୍‌ […]

medical-student

medical-student

Niharika Rout
  • Published: Wednesday, 26 January 2022
  • Updated: 26 January 2022, 02:13 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର) ବୁର୍ଲା ଭୀମସାରରେ ଘଟିଛି ଅଭାବନୀୟ ଘଟଣା । ଛାତରୁ ଡେଇଁ ଗୁରୁତର ହୋଇଛନ୍ତି ମେଡିକାଲ ଛାତ୍ରୀ  । ଗୁରୁତର ହୋଇଥିବା ଛାତ୍ରୀଜଣକ ପ୍ରଥମବର୍ଷ  MBBS ଛାତ୍ରୀ  ହୋଇଥିବା ବେଳେ ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଛାତ୍ରୀଜଣକ ଛାତ୍ରୀ ନିବାସର ୩ ତାଲା ଛାତରୁ ଡେଇଁ ପଡ଼ିଥିଲେ। ଜୋରରେ ଶବ୍ଦ ଶୁଣି ହଷ୍ଟେଲର ଅନ୍ୟଛାତ୍ରୀ ମାନେ ପହଞ୍ଚିଥିଲେ  । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ବୁର୍ଲା ପୁଲିସ୍‌ ହସ୍ପିଟାଲ ଯାଇ ଘଟଣାର ତଦନ୍ତ କରୁଛି । ହଷ୍ଟେଲ ରୁମମେଟ୍‌ ଗାଁକୁ ଯାଇଥିବା ବେଳେ ଗୁରୁତର ହୋଇଥିବା ଛାତ୍ରୀଜଣକ ଏକୁଟିଆ ଥିଲେ  ।

ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି  । ଏହି ଘଟଣାରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଡେଇଁବାର କାରଣ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story