ନିରାମୟ ଯୋଜନା ଫେଲ୍‌! କ୍ୟାନସର ହସ୍ପିଟାଲରେ ମିଳୁନି ଔଷଧ

କଟକ (ଓଡ଼ିଶା ରିପୋର୍ଟର): ସରକାରଙ୍କ ନିରାମୟ ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରରୁ। ଏଠାରେ ଚିକିତ୍ସିତ ହେଉଥିବା କର୍କଟ ରୋଗୀଙ୍କୁ ମାଗଣାରେ ଔଷଧ ମିଳୁନାହିଁ। ଯାହାଫଳରେ ରୋଗୀ ବାହାରୁ ଔଷଧ କିଣୁଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲରେ ମାଗଣା ଔଷଧ ହେରଫେର ନେଇ ଏକ ବଡ଼ ଧରଣର ରାକେଟ୍ କାମ କରୁଥିବା ଅଭିଯୋଗ କରିଛି ମେଡିକାଲ ବଞ୍ଚାଅ କମିଟି। କ୍ୟାନସର ରୋଗ ନିଦାନ ଲାଗି ପୂର୍ବ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 07:27 PM IST

କଟକ (ଓଡ଼ିଶା ରିପୋର୍ଟର): ସରକାରଙ୍କ ନିରାମୟ ଯୋଜନା ଫେଲ୍‌ ମାରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରରୁ। ଏଠାରେ ଚିକିତ୍ସିତ ହେଉଥିବା କର୍କଟ ରୋଗୀଙ୍କୁ ମାଗଣାରେ ଔଷଧ ମିଳୁନାହିଁ। ଯାହାଫଳରେ ରୋଗୀ ବାହାରୁ ଔଷଧ କିଣୁଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲରେ ମାଗଣା ଔଷଧ ହେରଫେର ନେଇ ଏକ ବଡ଼ ଧରଣର ରାକେଟ୍ କାମ କରୁଥିବା ଅଭିଯୋଗ କରିଛି ମେଡିକାଲ ବଞ୍ଚାଅ କମିଟି।

କ୍ୟାନସର ରୋଗ ନିଦାନ ଲାଗି ପୂର୍ବ ଭାରତର ସବୁଠୁ ବଡ଼ ଡାକ୍ତରଖାନା ହେଉଛି କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ର। ଏଠାରେ କର୍କଟ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସହ ସରକାରଙ୍କ ପକ୍ଷରୁ ନିରାମୟ ଯୋଜନାରେ ମାଗଣା ଔଷଧ ମିଳୁଥିଲା। ସେଥିପାଇଁ ଏଠାକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ରୋଗୀ ଆସୁଥିଲେ। ଏବେ ଏଠାରେ ଚିକିତ୍ସାଧୀନ ରୋଗୀଙ୍କ ପାଇଁ ସମସ୍ୟା ପାଲଟିଛି ମାଗଣା ଔଷଧ। ନିରାମୟ ଯୋଜନାରେ ଡାକ୍ତର ମାଗଣା ଔଷଧ ଲେଖୁଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ କିନ୍ତୁ ମେଡିସିନ୍ ନପାଇ କାଉଣ୍ଟରରୁ ନିରାଶ ହୋଇ ଫେରୁଛନ୍ତି। ଡାକ୍ତର ୧୦ଟି ଔଷଧ ଲେଖାଥିଲେ ମିଳୁଛି ମାତ୍ର ୨ରୁ ତିନିଟି ଔଷଧ। ଅବଶିଷ୍ଟ ମେଡିକାଲରୁ କିଣିବାକୁ ପରାମର୍ଶ ଦିଆଯାଉଛି।

ରୋଗୀଙ୍କ ସମ୍ପର୍କୀୟ ବିଜୟ କୁମାର ଦାସ କହିଛନ୍ତି-“ଡାକ୍ତର ଯେଉଁ ଔଷଧ ଲେଖୁଛନ୍ତି, ତାହା ନିରାମୟ କାଉଣ୍ଟରରୁ ମିଳୁନି। ସେଥିପାଇଁ ବାଧ୍ୟ ହୋଇ ଆମେ ବାହାରୁ କିଣୁଛୁ।”

ରୋଗୀଙ୍କ ସମ୍ପର୍କୀୟ ମହେନ୍ଦ୍ର ପରିଡ଼ା କହିଛନ୍ତି-“ଗତକାଲି ଔଷଧ ନେବାକୁ ଆସିଥିଲି। ମାତ୍ର ଔଷଧ ନମିଳିବାରୁ ବଜାରରୁ କିଣି ଆଣିଥିଲି। ଆଜି ପୁଣି ଆସିଛି ଔଷଧ ନେବା ପାଇଁ ମିଳୁଛି କି ନାହିଁ ଦେଖିବାକୁ ବାକି ରହିଛି।”

ନିରାମୟ ଯୋଜନାରେ ରୋଗୀଙ୍କୁ ସବୁ ପ୍ରକାର ଔଷଧ ମିଳୁଛି। ଯେଉଁ ଔଷଧ ନମିଳୁଛି, ତାକୁ ଲୋକାଲ ମାର୍କେଟରୁ କିଣି ରୋଗୀଙ୍କୁ ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ନିରାମୟ ଭଳି ସରକାରଙ୍କ ଏହି ଫ୍ଲାଗସିପ୍ ଯୋଜନାରେ ସୁଧାର ଆସୁଥିବା ବେଳେ ଆଗକୁ ଧୀରେ ଧୀରେ ଏହି ସମସ୍ୟା ଦୂର ହେବ ବୋଲି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ କହିଛନ୍ତି।

କର୍କଟ ରୋଗୀଙ୍କୁ ନିରାମୟ ଔଷଧ ନମିଳିବା ପଛରେ ଏକ ରାକେଟ୍‌ କାମ କରୁଛନ୍ତି। ଏଥିରେ ବଡ଼ବଡ଼ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ଏହି ରାକେଟ୍‌କୁ ଧରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ମେଡିକାଲ ବଞ୍ଚାଅ କମିଟି ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର।

କର୍କଟ ରୋଗ ପ୍ରତିଷ୍ଠାନକୁ ଆସୁଥିବା ମାଗଣା ମେଡିସିନ୍ ମେଡିକାଲ କର୍ତ୍ତୃପକ୍ଷ ବିକ୍ରି କରୁଥିବା ଅଭିଯୋଗ ପରେ କିଛି ଦିନ ତଳେ ଖୋଳତାଡ଼ କରିଥିଲେ ସରକାର। ଏ ଘଟଣାରେ ଜଣେ ଫାର୍ମାସିଷ୍ଟଙ୍କୁ ନିଲମ୍ବନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story