ଜଣଙ୍କୁ ମହାନ କରେ ତାଙ୍କ ମହତ କାମ, ସେମିତି ଦୁଇ ଜଣ ହେଉଛନ୍ତି ରତୀନ୍ଦ୍ର ଓ ନନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହତ କାମ ଯେ କୌଣସି ମଣିଷକୁ ମହାନ କରିଦିଏ। ନିଜର ଅନନ୍ୟ ଉଦ୍ୟମ ଲାଗି ସମାଜ ପାଇଁ ସେମାନେ ପାଲଟିଯାନ୍ତି ପ୍ରେରଣାର ଉତ୍ସ ଓ ଜୀବନ୍ତ ଉଦାହରଣ। ସେମିତି ଦୁଇଜଣ ନିଆରା ମଣିଷ ହେଲେ ବାଲେଶ୍ୱର ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ା ଓ ଭଦ୍ରକ ଧ୍ରୁବପହଲିପୁର ଗାଁରେ ଧ୍ରୁବତାରା ସାଜିଥିବା ନନ୍ଦ ଜେନା। ଜଣେ ଭଲପାଏ ପରିବେଶକୁ ଆଉ ଜଣେ ଅଭାବୀ ମଣିଷଙ୍କ ଅସୁବିଧା ଦୂର କରିବାକୁ। ବାଲେଶ୍ୱର ଜିଲ୍ଲା ଘଣ୍ଟୁଆ […]

garden

garden

Manoranjan Sial
  • Published: Sunday, 04 August 2019
  • Updated: 04 August 2019, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହତ କାମ ଯେ କୌଣସି ମଣିଷକୁ ମହାନ କରିଦିଏ। ନିଜର ଅନନ୍ୟ ଉଦ୍ୟମ ଲାଗି ସମାଜ ପାଇଁ ସେମାନେ ପାଲଟିଯାନ୍ତି ପ୍ରେରଣାର ଉତ୍ସ ଓ ଜୀବନ୍ତ ଉଦାହରଣ। ସେମିତି ଦୁଇଜଣ ନିଆରା ମଣିଷ ହେଲେ ବାଲେଶ୍ୱର ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ା ଓ ଭଦ୍ରକ ଧ୍ରୁବପହଲିପୁର ଗାଁରେ ଧ୍ରୁବତାରା ସାଜିଥିବା ନନ୍ଦ ଜେନା। ଜଣେ ଭଲପାଏ ପରିବେଶକୁ ଆଉ ଜଣେ ଅଭାବୀ ମଣିଷଙ୍କ ଅସୁବିଧା ଦୂର କରିବାକୁ।

ବାଲେଶ୍ୱର ଜିଲ୍ଲା ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଥରେ ଦେଖିଲେ ମନ ଦୋହଲିଯିବ। ମେଡିକାଲ୍‌ର ପରିବେଶ ପାର୍କ ଭଳି ଦେଖାଯାଉଛି। ଏଠି ପବନରେ ଦୋଳି ଖେଳୁଛି ମନ ଜିଣିଲା ପରି ରଙ୍ଗବେରଙ୍ଗର ଫୁଲ ଓ ଫଳ। ମେଡିକାଲ୍‌ର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ାଙ୍କ ଯାଦୁକରୀ ହାତର ସ୍ପର୍ଶରେ ଏ ସବୁ ସମ୍ଭବପର ହୋଇପାରିଛି। ଡାକ୍ତର ନଥିବା ବେଳେ ସେ ସବୁ ଦାୟିତ୍ୱ ସମ୍ଭାଳୁଥିଲେ। ରୋଗୀ ସେବାରେ ନିଜକୁ ନିୟୋଜିତ କରୁଥିଲେ। ତେବେ ସେଥିରୁ ଟିକିଏ ଫୁରୁସତ ମିଳିଲେ ଲାଗିଯାଉଥିଲେ ପରିବେଶକୁ ଅଧିକ ଆକର୍ଷଣୀୟ କରିବାରେ। ଫୁଲ ଫଳ ସହିତ ସେ ଅନେକ ଔଷଧୀୟ ବୃକ୍ଷ ସହ ପନିପରିବା ଚାଷ କରୁଥିଲେ। ରତୀନ୍ଦ୍ରନାଥଙ୍କ ଏହି ନିଆରା ଉଦ୍ୟମରେ ସହଯୋଗ କରିଥାନ୍ତି ମେଡିକାଲରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ।

ସେହିପରି ଆଉ ଜଣେ ନିଆରା ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲା ଧ୍ରୁବପହଲିପୁର ଗାଁର ନନ୍ଦ ଜେନା। ଅନ୍ୟ ମୁହଁରେ ହସ ଦେଖିଲେ ସିଏ ଅନୁଭବ କରନ୍ତି ଅଫୁରନ୍ତ ଆନନ୍ଦ। ଘର ତାଙ୍କର ସିନା ନୂଆଣିଆ, ହେଲେ ମନ କିନ୍ତୁ ଆକାଶଛୁଆଁ। ସେଇଥିପାଇଁ ତାଙ୍କ ଉଦ୍ୟମରେ ୨ବର୍ଷ ହେଲା ଗାଁର ୪୦ରୁ ଊର୍ଦ୍ଧ୍ୱ ପରିବାର ମୁନ୍ଦେ ସ୍ୱଚ୍ଛ ପିଇବା ପାଣି ପାଇପାରୁଛନ୍ତି।

ସମୁଦ୍ର କୂଳରେ ଘର ହୋଇଥିବାରୁ ଲୁଣି ପାଣିରେ ଅତିଷ୍ଠ ହୋଇ ନିଜ ପରିବାର ଓ ୨୦୦ ଗାଁ ଲୋକଙ୍କ ସମସ୍ୟା ଦେଖି ସହିପାରି ନଥିଲେ ନନ୍ଦ। ପ୍ରଶାସନ କୌଣସି ପ୍ରକାରର ବ୍ୟବସ୍ଥା ନକରିବାରୁ ଶେଷରେ ପେଟରୁ କାଟି ନିଜ କଷ୍ଟଅର୍ଜିତ ରୋଜଗାରରେ ଖୋଳିଛନ୍ତି ଏକ ବୋରିଂ। ଯେଉଁଥିରୁ ମିଠା ପାଣି ନେଇ ମଧୁର ଆଶୀର୍ବାଦରେ ତାଙ୍କୁ ପୋତି ପକାଉଛନ୍ତି ଧ୍ରୁବପହଲିପୁର ବାସିନ୍ଦା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story